ETV Bharat / city

ଦୁର୍ଗାପୂଜା ପ୍ରସ୍ତୁତି, ମଣ୍ଡପ ପ୍ରତିନିଧିଙ୍କ ସହ ପ୍ରଶାସନର ବୈଠକ - ବିଏମସି କମିଶନ

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ । ପୂଜାକୁ ସୃଙ୍ଖଳିତ କରିବା ପାଇଁ ମଣ୍ଡପ ପ୍ରତିନିଧିଙ୍କ ସହ ଆଲୋଚନା କରିଛି ପ୍ରଶାସନ । ବୈଠକରେ ସମୁଦାୟ ୨୧ଟି ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି ।

ଡ଼ିଜାଇନ ଫଟୋ
author img

By

Published : Sep 9, 2019, 10:40 PM IST

ଭୁବନେଶ୍ବର: ଆଗକୁ ଆସୁଛି ଦୁର୍ଗାପୂଜା । ସହରରେ ଶୃଙ୍ଖଳା ଓ ସୁରକ୍ଷାକୁ ନେଇ ତତ୍ପର ପ୍ରଶାସନ । ନାଗରିକ ସଂଯୋଗକୁ ଦୃଷ୍ଟିରେ ରଖି ସୋମବାର ବିଏମସି କମିଶନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦୁର୍ଗାପୂଜା ପ୍ରସ୍ତୁତି ବୈଠକ । ଏହି ବୈଠକରେ ଯୋଗ ଦେଇଛନ୍ତି ୫୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପ ପ୍ରତିନିଧି । ସିଙ୍ଗଲ ୱିଣ୍ଡ କରିବା ପାଇଁ ଦାବି ଜଣାଇଛନ୍ତି ମଣ୍ଡପ ପ୍ରତିନିଧି । ବୈଠକରେ ସମୁଦାୟ ୨୧ଟି ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରତି ୱାର୍ଡରେ ଥିବା ୱାର୍ଡ ଅଫିସ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବ ପୂଜା କମିଟି । ସ୍ବଚ୍ଛତାକୁ ନେଇ ଜାରି ହୋଇଛି ବିଏମସି ପିଏମୟୁ ଟୋଲ ନମ୍ବର 7978385812 । ସ୍ବଚ୍ଛତା ସଂକ୍ରାନ୍ତରେ କୌଣସି ସମସ୍ୟା ଥିଲେ ଏହି ନମ୍ବରରେ କଲ କରିପାରିବେ ପୂଜାମଣ୍ଡପ ପ୍ରତିନିଧି । ଏଥିସହିତ ପୂଜା ସମୟରେ ପଲିଥିନ ମୁକ୍ତ ହେବ ରାଜଧାନୀ ଭୁବନେଶ୍ବର । ମୂର୍ତ୍ତି ଗଢାରେ କୌଣସି ପ୍ରକାରର ରାସାୟନିକ ଦ୍ରବ୍ୟ ବ୍ୟବହାର ନକରିବାକୁ ସମସ୍ତ ପୂଜାକମିଟି ପ୍ରତିନିଧି ମାନଙ୍କୁ ନିବେଦନ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ବାତ୍ୟା ଫୋନି ପରେ ରାସ୍ତାଘାଟ, ଡ୍ରେନେଜ, ବିଦ୍ୟୁତ ସେବାରେ ଥିବା ସମସ୍ୟାକୁ ତୁରନ୍ତ ଯୋଗାଇ ଦେବା ଲାଗି ନିଷ୍ପତ୍ତି ନେଇଛି ବିଏମସି ।

ବିଏମସି ପକ୍ଷରୁ ଏନଓସି, ମିନାବଜାର ପାଇଁ ମନୋରଞ୍ଜନ ଏବଂ ବିଜ୍ଞାପନକୁ ଦେୟମୁକ୍ତ କରିବାକୁ ନେଇ ଦାବି କରିଛନ୍ତି ବିଭିନ୍ନ ପୂଜାକମିଟି ପ୍ରତିନିଧି । ସେମାନଙ୍କ ଦାବି ଗୁଡିକ ଅନୁଧ୍ୟାନ କରାଯିବ । ସମସ୍ତଙ୍କ ସୁବିଧାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଏମସିରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ।

Body:ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ଏସଓପି ।ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ଦୁର୍ଗାପୂଜାର ସଫଳ ସଂଯୋଜନା ପାଇଁ ବିଏମସିରେ ପ୍ରସ୍ତୁତି ବୈଠକ।।ଆଗକୁ ଆସୁଛି ଦୁର୍ଗାପୂଜା ,ନାଗରିକ ସଂଯୋଗକୁ ଦୃଷ୍ଟିରେ ରଖି ସୋମବାର ବିଏମସି କମିଶନରନ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦୁର୍ଗାପୂଜା ପ୍ରସ୍ତୁତି ବୈଠକ।ଯୋଗ ଦେଲେ ୫୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପ ପ୍ରତିନିଧି।ସିଙ୍ଗଲ ବିଣ୍ଡ କରିବା ପାଇଁ ପ୍ରତିନିଧିମାନେ ଦାବି।ସମୁଦାୟ ୨୧ ଟି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।ପ୍ରତି ୱାର୍ଡରେ ଥିବା ୱାର୍ଡ ଅଫିସ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବ ପୂଜାକମିଟି।ସ୍ୱଚ୍ଛତା କୁ ନେଇ ଜରିହେଲା ବିଏମସି ପିଏମୟୁ ଟୋଲ ନମ୍ବର 7978385812।ସ୍ୱଚ୍ଛତା ସଂକ୍ରାନ୍ତରେ କୌଣସି ସମସ୍ୟା ଥିଲେ କଲ କରିପାରିବେ ପୂଜାମଣ୍ଡପ ପ୍ରତିନିଧି।ପୂଜା ସମୟରେ ପଲିଥିନ ମୁକ୍ତ ହେବ ଭୁବନେଶ୍ୱର।ମୂର୍ତ୍ତି ଗଢାରେ କୌଣସି ପ୍ରକାରର ରାସାୟନିକ ଦ୍ରାବ୍ୟ ବ୍ୟବହାର ନକରିବାକୁ ସମସ୍ତ ପୂଜାକମିଟି ପ୍ରତିନିଧି ମାନଙ୍କୁ ନିବେଦନ କରିଛନ୍ତି ବିଏମସି କତ୍ତୃପକ୍ଷ।ବାତ୍ୟା ଫୋନି ପରେ ବିଭିନ୍ନ ସମସ୍ୟା ରାସ୍ତାଘାଟ,ଡ୍ରେନେଜ,ବିଦ୍ୟୁତ ସେବା କୁ ତୁରନ୍ତ ଯୋଗାଇ ଦେବା ଲାଗି ବିଏମସିର ନିଷ୍ପତ୍ତି।

ଦୁର୍ଗାପୂଜା ପାଇଁ ଏସଓପି ।ଏକାଠି ହେଲେ ଭୁବନେଶ୍ୱର ବିଭିନ୍ନ ପୂଜାମଣ୍ଡପର ପ୍ରତିନିଧି ,ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ପ୍ଲାନ।ଭୁବନେଶ୍ୱରରେଦୁର୍ଗାପୂଜା ର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକରେ ବିଭିନ୍ନ ଦିଗକୁ ନେଇ ହେଲା ଆଲୋଚନା।ରାସ୍ତା,ଡ୍ରେନ,ବିଦ୍ୟୁତ ,ପାର୍କିଙ୍ଗ ନେଇ ବିସ୍ତୃତ ଆଲୋଚନା।

ବିଏମସି ପକ୍ଷରୁ noc ,ମିନାବଜାର ପାଇଁ ମନୋରଞ୍ଜନ କର ଏବଂ ବିଜ୍ଞାପନ କୁ ଦେୟମୁକ୍ତ କରିବା ନେଇ ଦାବି କରିଛନ୍ତି ବିଭିନ୍ନ ପୂଜାକମିଟି ପ୍ରତିନିଧି।ସେମାନଙ୍କ ଦାବି ଗୁଡିକ ଅନୁଧ୍ୟାନ କରାଯିବ ।ସମସ୍ତଙ୍କ ସୁବିଧା କୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି।

ଆଜି ଦୁର୍ଗାପୂଜା ନେଇ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।ରାସ୍ତା,ବିଦ୍ୟୁତ, ଟ୍ୟାକ୍ସ ନେଇ ବିସ୍ତୃତ ସକାରତ୍ମକ ଆଲୋଚନା ହେଲା।ପୂଜାକୁ ସଠିକ ଭାବେ ପରିଚାଳନା କରାଯିବ ବୋଲି ସହିଦନଗର ପୂଜା କମିଟିର ଆଜୀବନ ସଦସ୍ୟ ଜଗନ୍ନାଥ ମହାପାତ୍ର କହିଛନ୍ତି।

ଆଜି ଦୁର୍ଗାପୂଜା ନେଇ ବୈଠକରେ ବିଭିନ୍ନ ଦିଗ ବିଷୟରେ ଆଲୋଚନା ହେଲା।ଲାଇସେନ୍ସ,ଆମୋଦପ୍ରମୋଦ କରକୁ ଦେୟମୁକ୍ତ କରିବା ନେଇ ଆମେ ଦାବି କରିଛୁ।ଭାଷାଣି ଉତ୍ସବକୁ ସୁରୁଖୁରୁରେ କରିବା ଏବଂ ବିସର୍ଜନ ପାଇଁ ଦୁଇଟି ଅସ୍ଥାୟୀ ପୋଖରୀ ବ୍ୟବହାର ହେବା ନେଇ ଆଲୋଚନା ହୋଇଛି ବୋଲି ବମୀଖାଲ ଦୁର୍ଗାପୂଜା ସମିତିର ଆବାହକ ପର୍ଶୁରାମ ଜେନା କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.