ETV Bharat / city

କୋଭିଡ ସମୟରେ କଳାବଜାରୀକୁ ନା, କଳିଙ୍ଗ ହସ୍ପିଟାଲରେ ଚେକିଂ ଜୋରଦାର

author img

By

Published : Apr 20, 2021, 1:22 PM IST

Updated : Apr 20, 2021, 3:01 PM IST

କୋଭିଡ ସମୟରେ କଳାବଜାରୀକୁ ନା, କଳିଙ୍ଗ ହସ୍ପିଟାଲରେ ଚେକିଂ ଜୋରଦାର
କୋଭିଡ ସମୟରେ କଳାବଜାରୀକୁ ନା, କଳିଙ୍ଗ ହସ୍ପିଟାଲରେ ଚେକିଂ ଜୋରଦାର

13:17 April 20

ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲରେ ଚେକିଂ ଜୋରଦାର ହୋଇଛି । କୋଭିଡ ସମୟରେ କଳାବଜାରୀ ରୋକିବା ନେଇ ଫ୍ଲାଇଙ୍ଗ ସ୍କ୍ବାର୍ଡ ଚେକିଂ ଜୋରଦାର କରିଛି । ଉଭୟ ଡ୍ରଗ୍ସ କଣ୍ଟ୍ରୋଲ ଟିମ ଓ ଏସଟିଏଫ ମିଳିତ ଭାବରେ ଏହି ଚେକିଂ କରିଛି । 

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 20, 2021, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.