ETV Bharat / city

ଲକଡାଉନରେ ମାଛ ବିକ୍ରି ଆଳରେ ଡ୍ରଗ୍ସ ଡିଲ୍, ରାଜଧାନୀରୁ ୫୦ ଲକ୍ଷ ଟଙ୍କାର ଧଳାଜହର ଜବତ

author img

By

Published : May 17, 2021, 9:42 PM IST

ଲକଡାଉନରେ ମାଛ ବିକ୍ରି ଆଳରେ ଡ୍ରଗ୍ସ ଡିଲ । ରାଜଧାନୀରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଦୁଇ ଜଣକୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ଲକଡାଉନରେ ମାଛ ବିକ୍ରି ଆଳରେ ଡ୍ରଗ୍ସ ଡିଲ୍
ଲକଡାଉନରେ ମାଛ ବିକ୍ରି ଆଳରେ ଡ୍ରଗ୍ସ ଡିଲ୍

ଭୁବନେଶ୍ବର: ଲକଡାଉନରେ ମାଛ ବିକ୍ରି ଆଳରେ ଡ୍ରଗ୍ସ ଡିଲ । ରାଜଧାନୀରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଦୁଇ ଜଣକୁ ଗିରଫ କଲା କମିଶନରେଟ ପୋଲିସ ।

ଲକଡାଉନରେ ମାଛ ବିକ୍ରି ଆଳରେ ଡ୍ରଗ୍ସ ଡିଲ୍

ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନେ ଅତ୍ୟାବଶ୍ୟକ ସେବାର ଫାଇଦା ନେଇ ମାଛ ବ୍ୟବସାୟ ଆଳରେ ବ୍ରାଉନସୁଗାର ବିକୁଥିଲେ। ପୋଲିସ ସ୍କାନରରୁ ଖସିବା ପାଇଁ ମାଛ ପେଟରେ ବ୍ରାଉନସୁଗାର ବିକ୍ରି କରୁଥିଲେ।

ଏହିପରି ଢଙ୍ଗରେ ମଞ୍ଚେଶ୍ବର ଥାନା ହାଇଟେକ ମେଡିକାଲ କଲେଜ ଛକରେ ଡିଲ ବେଳେ କ୍ବିକଆକ୍ସନ ଟିମ ଓ ମଞ୍ଚେଶ୍ବର ଥାନା ପୋଲିସର ମିଳିତ ଉଦ୍ୟମରେ ଧରା ପଡିଥିଲେ 2 ଅଭିଯୁକ୍ତ।

ସେମାନଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ୫୧୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ। ଏଥିସହ ନଗଦ ୧୯୦୦ ଟଙ୍କା, ୨ଟି ମୋବାଇଲ ଫୋନ ଓ ଗୋଟିଏ ବୋଲେରୋ ଗାଡି ଜବତ କରିଛି ପୋଲିସ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.