ETV Bharat / city

କଣ୍ଟେନମେଣ୍ଟ ଜୋନରେ ଜଗିଛି ଡ୍ରୋନ, ନିମୟ ନ ମାନିଲେ କାର୍ଯ୍ୟାନୁଷ୍ଠାନ - commissionerate police Drone patrolling

କଣ୍ଟେନମେଣ୍ଟ ଜୋନରେ ଜଗିଛି ଡ୍ରୋନ। ଅମାନିଆଙ୍କ ଉପରେ ରଖିଛି ନଜର । ଏମିତି ଢଙ୍ଗରେ ପାଟ୍ରୋଲିଂ ଆରମ୍ଭ କରିଛି କମିସନରେଟ ପୋଲିସ। ଅଧିକ ପଢନ୍ତୁ...

Drone patrolling by commissionerate police in bhubaneswar
କଣ୍ଟେନମେଣ୍ଟ ଜୋନରେ ଜଗିଛି ଡ୍ରୋନ, ନିମୟ ନ ମାନିଲେ କାର୍ଯ୍ୟାନୁଷ୍ଠାନ
author img

By

Published : Apr 14, 2020, 8:52 PM IST

Updated : Apr 14, 2020, 9:03 PM IST

ଭୁବନେଶ୍ବର: କଣ୍ଟେନମେଣ୍ଟ ଜୋନରେ ଜଗିଛି ଡ୍ରୋନ। ଅମାନିଆଙ୍କ ଉପରେ ରଖିଛି ନଜର । ଏମିତି ଢଙ୍ଗରେ ପାଟ୍ରୋଲିଂ ଆରମ୍ଭ କରିଛି କମିସନରେଟ ପୋଲିସ। ସୂର୍ଯ୍ୟନଗରର କଣ୍ଟେନମେଣ୍ଟ ଜୋନରେ ଡ୍ରୋନ ଜରିଆରେ ନିୟମ ମାନୁ ନଥିବା ଅମାନିଆଙ୍କୁ ତାଗିତ କରାଇଛନ୍ତି କମିସନରେଟ ପୋଲିସ ଅଧିକାରୀ।

କଣ୍ଟେନମେଣ୍ଟ ଜୋନରେ ଜଗିଛି ଡ୍ରୋନ, ନିମୟ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଡ୍ରୋନରେ ଲାଗିଥିବା ସ୍ପିକର ଜରିଆରେ ସେହି ଅଞ୍ଚଳର କମାଣ୍ଡିଂ ଅଫିସର ଦୃଶ୍ୟ ଦେଖି ନିୟମ ନମାନୁଥିବା ଲୋକଙ୍କୁ ତାଗିଦ କରାଉଛନ୍ତି। ଏଥିସହ ସାମାଜିକ ଦୂରତା ସହ ଅନୈତିକ କାର୍ଯ୍ୟ ଉପରେ ତୀଖ୍‌ଣ ନଜର ରଖିଛନ୍ତି। ଯେହେତୁ କଣ୍ଟେନମେଣ୍ଟ ଜୋନ ବ୍ଲକ କରାଯାଇଛି। ସେ ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ପିସିଆର ନ ପାସିପାରୁଥିବାରୁ ଏଭଳି ଢଙ୍ଗରେ ପାଟ୍ରୋଲିଂ କରିଛି କମିସନରେଟ ପୋଲିସ । ଏଥିପାଇଁ ଏକ ସଂସ୍ଥା ଡ୍ରୋନ ଉଡାଇବାରେ ସାହାଯ୍ୟ କରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 14, 2020, 9:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.