ETV Bharat / city

୩ ମହାନଗର ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ - ଓଡିଶା ପୌର ନିର୍ବାଚନ

୩ ମହାନଗର ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ । ଭୁବନେଶ୍ୱର ମହାନଗର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ଅଣସଂରକ୍ଷିତ ଥିବା ବେଳେ ବ୍ରହ୍ମପୁର ମହିଳାଙ୍କ ପାଇଁ ସଂରକ୍ଷିତ । ଅଧିକ ପଢନ୍ତୁ

BMC Mayer
BMC Mayer
author img

By

Published : Jan 12, 2022, 8:50 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ (Panchayat Election) ପରେ ପରେ ପୌର ନିର୍ବାଚନ (Municipal Election) ପାଇଁ ପଥ ପରିଷ୍କାର କରୁଛନ୍ତି ରାଜ୍ୟ ସରକାର । ଗୋଟିଏ ପରେ ଗୋଟିଏ ପ୍ରକ୍ରିୟା ଦେଇ ପୌର ନିର୍ବାଚନ ପାଇଁ ଆଗକୁ ବଢୁଛନ୍ତି ସରକାର । ଏହି କ୍ରମରେ ଆଜି ରାଜ୍ୟର 3 ଟି ପ୍ରମୁଖ ମହାନଗର ନିଗମର ମେୟର ( Draft notification issued regarding reservation of three mayor posts) ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

BMC  ଓ BRMC ମେୟର ହେବେ ମହିଳା, CMC ରହିଲା ଅଣସଂରକ୍ଷିତ

ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ବର ମହାନଗର ନିଗମ (BMC), ବ୍ରହ୍ମପୁର ମହାନଗର ନିଗମ(BRMC) ର ମେୟର ପଦବୀ ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଛି । ସେହିପରି କଟକ ମହାନଗର ନିଗମ (CMC) ମେୟର ପଦବୀ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ତେବେ କାହାର କିଛି ଆପତ୍ତି ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଜଣାଇପାରିବେ ବୋଲି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.