ETV Bharat / city

ଦଲାଲଙ୍କ ଦାଦାଗିରିକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ପଦ୍ମନାଭ ବେହେରା - ଡ୍ରାଭିଙ୍ଗ ଲାଇସେନ୍ସ

ମୋଟର ଯାନ ଆଇନ ଲାଗୁ ହେବା ପରେ ବଢ଼ିଛି ଦଲାଲଙ୍କ ଦାଦାଗିରି । ଲୋକଙ୍କୁ ଲାଇସେନ୍ସ କରାଇଦେବା କହି ଲୁଟୁଛନ୍ତି ଟଙ୍କା । ତେବେ ଏନେଇ ମୁହଁ ଖୋଲିଛି ପରିବହନ ବିଭାଗ । ଦଲାଲଙ୍କ ମାଧ୍ୟମରେ କାମ ନକରି ସିଧାସଳଖ ଲୋକଙ୍କ କାମ କରିବାକୁ ସମସ୍ତ ଆରଟିଓଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 16, 2019, 8:11 PM IST

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଡ୍ରାଭିଙ୍ଗ ଲାଇସେନ୍ସ ପାଇଁ ବିଭିନ୍ନ ଆରଟିଓ ଅଫିସ ଆଗରେ ସାଧାରଣ ଜନତାଙ୍କ ଭିଡ ଜମୁଛି । ଆଉ ଏହି ମଉକାର ଫାଇଦା ଉଠାଇବାରେ ମାତିଛନ୍ତି ଦଲାଲ । ଲାଇସେନ୍ସ କରାଇଦେବା ନାଁରେ ଲୋକଙ୍କୁ ଶୋଷଣ କରୁଛନ୍ତି ଏହି ଦଲାଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ଓ ଲୋକଙ୍କ ଅଭିଯୋଗ ପରେ ପରିବହନ ବିଭାଗର ଚେତା ପଶିଛି । ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଦଲାଲଙ୍କ ପରିବର୍ତ୍ତେ ସମସ୍ତ ଆରଟିଓଙ୍କୁ ସିଧାସଳଖ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଦଲାଲଙ୍କ କଥା ନଶୁଣିବାକୁ ଲେକଙ୍କୁ କୁହାଯାଇଛି । ଦଲାଲ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଭାଗ ପ୍ରସ୍ତୁତ ହେଉଛି ବୋଲି ମନ୍ତ୍ରୀ ବେହେରା କହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ନୂଆ ମୋଟର ଜାନ ଆଇନ ଲାଗୁ ହେବା ପରେ ଡ୍ରାଭିଙ୍ଗ ଲାଇସେନ୍ସ ପାଇଁ ବିଭିନ୍ନ ଆରଟିଓ ଅଫିସ ଆଗରେ ସାଧାରଣ ଜନତାଙ୍କ ଭିଡ ଜମୁଛି ।ହେଲେ ଏହାର ମୈକା ନେଇ ମାତିଛନ୍ତି ଦଲାଲ ।ଲାଇସେନ୍ସ କରାଇଦେବା ନା ରେ ଲୋକଙ୍କ ଠାରୁ ଶୋଷଣ କରୁଛନ୍ତି ଏହି ଦଲାଲ ମାନେ ।Body:ଏନେଇ ଗଣମାଧ୍ୟମ ରେ ଖବର ପ୍ରଶାରଣ ଓ ଲୋକଙ୍କ ଅଭିଯୋଗ ପରେ ଚେତା ପସିଛି ପରିବହନ ବିଭାଗ ର ।ଏନେଇ ମନ୍ତ୍ରୀ ପଦ୍ମନାଭ ବେହେର କହିଛନ୍ତି ଯ,

ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ,ଦଲାଲ ମାନଙ୍କ ମଧ୍ୟାମରେ ନକରି ସିଧାସଳଖ ଲୋକଙ୍କ କାମ କରିବା ପାଇଁ କୁହାଯାଇଛି ।Conclusion:ଏହାସହ ଦଲାଲ ଙ୍କ ନ ସୌଶୁଣିବାକୁ କୁହାଯାଇଛି ।ଏପରିକି ଦଲାଲ ମାନଙ୍କ ଉପରେ କରର୍ଯ୍ୟାନୁଷ୍ଟାନ ପାଇଁ ମଧ୍ୟ ବିଭାଗ ପ୍ରସ୍ତୁତ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.