ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ‘ସଲା ବୁଢ଼ାର ବଦଲା’ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଆୱାର୍ଡ ଓ ସମ୍ନାନ ସବୁବେଳେ ଖୁସି ଦିଏ । ଇଏ ତ ଜାତୀୟ ପୁରସ୍କାର ଏହାର ସ୍ୱତନ୍ତ୍ରତା ରହିଛି । ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଓ ସମଲେଶ୍ବରୀଙ୍କ କୃପା ବୋଲି କହିଛନ୍ତି ସବ୍ୟସାଚୀ । ଆଉ ରାଜ୍ୟବାସୀଙ୍କ ସ୍ନେହ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଛନ୍ତି ଏହି ଖ୍ୟାତିନାମା ନିର୍ଦ୍ଦେଶକ ଓ ପ୍ରଯୋଜକ ।
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ପ୍ରତିକ୍ରିୟା ରଖିଲେ ସବ୍ୟସାଚୀ ମହାପାତ୍ର - national film awards
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ‘ସଲା ବୁଢ଼ାର ବଦଲା’ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଅଧିକ ପଢନ୍ତୁ...
ଫିଲ୍ମ ଆୱାର୍ଡ ଘୋଷଣା ହେବା ପରେ ସବ୍ୟସାଚୀ ମହାପାତ୍ରଙ୍କ ପ୍ରତିକ୍ରିୟା