ETV Bharat / city

୨୬୨ କୋଟି ଟଙ୍କାର ଫେକ ଇନଭଏସ ଠକେଇ, ଜିଏସଟି ଇଣ୍ଟେଲିଜେନ୍ସର ବଡଧରଣର ରେଡ୍

ଫେକ ଇନଭଏସ ଜରିଆରେ ଇନପୁଟ ଟ୍ୟାକ୍ସ କ୍ରେଡିଟର ଠକେଇ । ରାଉଲକେଲାରୁ ବ୍ୟବସାୟୀକୁ ଗିରଫ କଲେ ଡିଜିଜିଆଇ ।

୨୬୨ କୋଟି ଟଙ୍କାର ଫେକ ଇନଭଏସ ଠକେଇ, ଜିଏସଟି ଇଣ୍ଟେଲିଜେନସର ବଡଧରଣର ରେଡ୍

author img

By

Published : Dec 17, 2020, 2:26 PM IST

ଭୁବନେଶ୍ବର: ଫେକ ଇନଭଏସ ଜରିଆରେ ଇନପୁଟ ଟ୍ୟାକ୍ସ କ୍ରେଡିଟର ଠକେଇ । ରାଉଲକେଲାରୁ ବ୍ୟବସାୟୀକୁ ଗିରଫ କଲେ ଡିଜିଜିଆଇ । ଠକେଇ ଅଭିଯୋଗରେ ସନ୍ତୋଷ କୁମାର ଗୁପ୍ତା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଜିଏସଟି ଇଣ୍ଟେଲିଜେନସ ଭୁବନେଶ୍ବର ଜୋନାଲ ୟୁନିଟ ।

୨୬୨ କୋଟି ଟଙ୍କାର ଫେକ ଇନଭଏସ ଜରିଆରେ ବେଆଇନ ଭାବେ ୪୦ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ଅଭିଯୋଗରେ ସନ୍ତୋଷକୁ ଗିରଫ କରାଯାଇଛି । ଏନେଇ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇ ବିଭନ୍ନ ସ୍ଥାନରେ ରେଡ କରୁଛନ୍ତି ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସ ଭୁବନେଶ୍ବର ଜୋନାଲ ୟୁନିଟ ଟିମ ।

ତେବେ ରାଉଲକେଲା ସମେତ ଓଡିଶାର ବିଭିନ୍ନ ସ୍ଥାନରେ ରେଡ ଜାରି ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.