ETV Bharat / city

ବାଜପେୟୀଙ୍କ ଅବଦାନ ଚୀର ସ୍ମରଣୀୟ: ଧର୍ମେନ୍ଦ୍ର ପ୍ରଧାନ - ଧର୍ମେନ୍ଦ୍ର ପ୍ରଧାନ

ଆଜି ଅଟଳ ବିହାରୀ ବାଜପେୟୀଙ୍କୁ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ରାଜନୀତିର ଭୀଷ୍ମ ପିତାମହଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra pradhan
ବାଜପେୟୀଙ୍କ ଅବଦାନ ଚୀର ସ୍ମରଣୀୟ
author img

By

Published : Aug 16, 2020, 5:03 PM IST

ହାଇଦ୍ରାବାଦ: ଆଜି ଅଟଳ ବିହାରୀ ବାଜପେୟୀଙ୍କୁ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ରାଜନୀତିର ଭୀଷ୍ମ ପିତାମହଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲେଖିଛନ୍ତି, ‘ରାଷ୍ଟ୍ରବାଦୀ, ଦୂରଦୃଷ୍ଟିସମ୍ପନ୍ନ ତଥା ଭାରତର ଜଣେ ସବୁଠାରୁ ଲୋକପ୍ରିୟ ରାଜନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ’।

dharmendra pradhan
ବାଜପେୟୀଙ୍କ ଅବଦାନ ଚୀର ସ୍ମରଣୀୟ

ଦେଶ ପ୍ରତି ବାଜପେୟୀଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ପ୍ରକାଶଥାଉକି, 2018 ଅଗଷ୍ଟ 16ରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଥିଲା । ତାଙ୍କର ଅସ୍ଥିକୁ ଭାରତର 100ଟି ନଦୀରେ ବିସର୍ଜନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.