ETV Bharat / city

କୋଭାକ୍ସିନର ସଫଳ ମାନବ ପରୀକ୍ଷଣ ନେଇ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା

author img

By

Published : Jul 28, 2020, 9:09 PM IST

ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ସଫଲ ହେବା ପରେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି ।

Dharmendra pradhan congratulates
ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା

ଭୁବନେଶ୍ବର: ରାଜ୍ୟରେ ସଫଳ ହୋଇଛି କୋରୋନା ଭ୍ୟାକସିନ । ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ସଫଲ ହେବା ପରେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି ।

Dharmendra pradhan congratulates
ଟ୍ବିଟରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ରଙ୍କ

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନକୁ ପରୀକ୍ଷା କରାଯାଇଥିଲା । ତେବେ ଭାରତ ବାୟୋଟେକ ଓ ଆଇସିଏମଆରର ମିଳିତ ପ୍ରୟାସରେ ପ୍ରସ୍ତୁତ ହୋଇଥିବା ଏହି କୋରୋନା ଟୀକା କୋଭାକ୍ସିନର ପରୀକ୍ଷଣ ସଫଳ ହେବା ନେଇ ଧର୍ମେନ୍ଦ୍ର ପ୍ରଧାନ ଆଇସିଏମଆର ଓ ସମ୍ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.