ETV Bharat / city

ଦିନକରେ ରାଜ୍ୟରୁ ସର୍ବାଧିକ 22 ଜୀବନ ନେଲା କୋରୋନା - ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଆଜି ( ଶୁକ୍ରବାର) ଗୋଟିଏ ଦିନରେ 22ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାୟଗଡାରୁ ସର୍ବାଧିକ ତିନିଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

ଦିନକରେ ନେଲା 22ଜୀବନ
ଦିନକରେ ନେଲା 22ଜୀବନ
author img

By

Published : May 14, 2021, 10:55 AM IST

ଭୁବନେଶ୍ବର: ଗୋଟେ ପଟେ ସଂକ୍ରମଣ ଥମିବାର ନାଁ ନେଉନାହିଁ । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଆଜି( ଶୁକ୍ରବାର) ଗୋଟିଏ ଦିନରେ 22ଜଣଙ୍କ ଜୀବନ ନେଇଛି କିଲର କୋରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2273ଜଣ କୋରୋନାରେ ଆଖି ବୁଜିଲେଣି ।

ଆଜି କୋରୋନାରେ ମୃତ୍ୟୁକଙ୍କ ଭିତରେ ଅନୁଗୋଳରୁ ଜଣେ 40 ବର୍ଷୀୟ ପୁରୁଷ, 24ବର୍ଷୀୟ ଯୁବକ ଓ 73ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି । ସେହିପରି ଭୁବନେଶ୍ବରରୁ ଜଣେ 66ବର୍ଷୀୟ ପୁରୁଷ, 75ବର୍ଷୀୟ ପୁରୁଷ ଆଖି ବୁଜିଛନ୍ତି । ବଲାଙ୍ଗୀରରୁ 47 ବର୍ଷୀୟ ମହିଳା, କଟକରୁ 97ବର୍ଷୀୟ ବୃଦ୍ଧା,ବୌଦ୍ଧରୁ 50ବର୍ଷୀୟ ପୁରୁଷ, ଦେଓଗଡରୁ 59ବର୍ଷୀୟ ପୁରୁଷ,ଗଞ୍ଜାମରୁ 72ବର୍ଷୀୟ ମହିଳା, ଗଜପତିରୁ 46 ବର୍ଷୀୟ ପୁରୁଷ,କେନ୍ଦ୍ରାପଡାରୁ 59ବର୍ଷୀୟ ପୁରୁଷ ଓ ଜଣେ 65ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ସେହିପରି ଖୋର୍ଦ୍ଧାରୁ 60ବର୍ଷୀୟ ପୁରୁଷ, 47ବର୍ଷୀୟ ପୁରୁଷ, କଳାହାଣ୍ଡିରୁ 44ବର୍ଷୀୟ ପୁରୁଷ ଓ 50ବର୍ଷୀୟ ମହିଳାଙ୍କ ଜୀବନ ଯାଇଥିବାବେଳେ କନ୍ଧମାଳରୁ 60ବର୍ଷୀୟ ପୁରୁଷ,ରାୟଗଡାରୁ ଜଣେ 49ବର୍ଷୀୟ ପୁରୁଷ ଓ 36ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ଜଣେ 74ବର୍ଷୀୟ ପୁରୁଷ ଓ ଜଣେ 45ବର୍ଷୀୟ ପୁରୁଷଙ୍କର ପ୍ରାଣହାନୀ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.