ETV Bharat / city

ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ; ଦିନକରେ 46 ମୃତ

author img

By

Published : Jun 23, 2021, 1:24 PM IST

ଆଜି ରାଜ୍ୟରେ ଆଉ 46 ଜୀବନ ନେଲା ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ 6ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟସଂଖ୍ୟା 3717କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ
ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ

ଭୁବନେଶ୍ବର: ଦୈନିକ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଆଜି ରାଜ୍ୟରେ ଆଉ 46 ଜୀବନ ନେଲା ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ 6ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟସଂଖ୍ୟା 3717କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ ବରଗଡରୁ ଦୁଇଜଣେ 55ବର୍ଷୀୟ ପୁରୁଷ, 32ବର୍ଷୀୟ ପୁରୁଷ ଜଣେ 35ବର୍ଷୀୟ ପୁରୁଷ. 40ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 40ବର୍ଷୀୟ ପୁରୁଷ,35ବର୍ଷୀୟ ପୁରୁଷ, 57ବର୍ଷୀୟ ପୁରୁଷ, 80ବର୍ଷୀୟ ପୁରୁଷ, 39ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମରୁ ଜଣେ 33 ବର୍ଷୀୟ ପୁରୁଷ, 54ବର୍ଷୀୟ ପୁରୁଷ ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ ଜଣେ 30ବର୍ଷୀୟ ମହିଳା, 60ବର୍ଷୀୟ ପୁରୁଷ, 88ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 30ବର୍ଷୀୟ ପୁରୁଷ, 34ବର୍ଷୀୟ ପୁରୁଷ ଓ 45ବର୍ଷୀୟ ମହିଳା, 60ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡିରୁ 52ବର୍ଷୀୟ ପୁରୁଷ,54ବର୍ଷୟ ମହିଳା, 58ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡାରୁ 70ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଛି ।

ଅନ୍ୟପଟେ ଭୁବନେଶ୍ବରରୁ 69ବର୍ଷୀୟ ମହିଳା,72ବର୍ଷୀୟ ମହିଳା, 63ବର୍ଷୀୟ ପୁରୁଷଙ୍କର ଖୋର୍ଦ୍ଧାରୁ 74ବର୍ଷୀୟ ପୁରୁଷ,55ବର୍ଷୀୟ ମହିଳା,55ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କୋରୋପୁଟରୁ 74ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 47ବର୍ଷୀୟ ପୁରୁଷ,55ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳ ପୁରୀରୁ 49ବର୍ଷୀୟ ପୁରୁଷ,35ବର୍ଷୀୟ ପୁରୁଷ,60ବର୍ଷୀୟ ପୁରୁଷ, 85ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ସେହିପରି ସମ୍ବଲପୁରରୁ 46ବର୍ଷୀୟ ପୁରୁଷ,28ବର୍ଷୀୟ ଯୁବକ,53 ବର୍ଷୀୟ ପୁରୁଷ,41ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଥିବାବେଳେ ସୋନପୁରରୁ ଜଣେ 52ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ସୁନନ୍ଦରଗଡରୁ 53ବର୍ଷୀୟ ପୁରୁଷ, 50ବର୍ଷୀୟ ପୁରୁଷ ଓ 38ବର୍ଷୀୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.