ETV Bharat / city

ଓଡିଶାରେ 3 ବଦଳରେ 5 ବିମାନବନ୍ଦରକୁ ଉଡାଣ ଅନ୍ତର୍ଭୁକ୍ତ ପାଇଁ ଦାବି

author img

By

Published : Nov 9, 2020, 4:43 PM IST

2020-21 ବର୍ଷ ପାଇଁ କେନ୍ଦ୍ର ସରକାର ଉଡାଣ ଯୋଜନାରେ 2024 ସୁଦ୍ଧା ଦେଶରରେ 100ଟି ଏୟାରପୋର୍ଟ କାର୍ଯ୍ୟକ୍ଷମ କରାଯିବ । ଏଥିରେ ଓଡ଼ିଶାରେ ମାତ୍ର 3ଟି ବିମାନବନ୍ଦର ରହିଛି । ଯେଉଁଥିପାଇଁ ରାଜ୍ୟରେ 5ଟି ଏୟାରପୋର୍ଟ କାର୍ଯ୍ୟକ୍ଷମ କରାଯିବାକୁ ଦାବି କରୁଛି ଓଡିଶା ସିଭିଲ ସୋସାଇଟି । ଅଧିକ ପଢନ୍ତୁ...

ଓଡିଶାରେ 3 ବଦଳରେ 5 ବିମାନବନ୍ଦରକୁ ଉଡାଣ ଅନ୍ତର୍ଭୁକ୍ତ ପାଇଁ ଦାବି
ଓଡିଶାରେ 3 ବଦଳରେ 5 ବିମାନବନ୍ଦରକୁ ଉଡାଣ ଅନ୍ତର୍ଭୁକ୍ତ ପାଇଁ ଦାବି

ଭୁବନେଶ୍ବର: ବେସାମରିକ ବିମାନ ଚଳାଚଳ କରିବାକୁ ଉଦ୍ୟମ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ଓଡିଶାରେ 3ଟି କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଶା ସିଭିଲ ସୋସାଇଟି ପକ୍ଷରୁ ଓଡ଼ିଶାରେ 5ଟି ବିମାନବନ୍ଦର ପ୍ରସ୍ତାବ ପାଇଁ ଦାବି କରାଯାଇଛି ।

ଓଡିଶାରେ ବିମାନ ଚଳାଚଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ରାଜ୍ୟରେ 23ଟି ଅଣସଂରକ୍ଷିତ ବେସରକାରୀ ବିମାନବନ୍ଦର ଓ ଏୟାରଷ୍ଟ୍ରିପ୍ ରହିଛି । 2020-21 ବର୍ଷ ପାଇଁ କେନ୍ଦ୍ର ସରକାର ଉଡାଣ ଯୋଜନାରେ 2024 ସୁଦ୍ଧା ଦେଶରରେ 100ଟି ଏୟାରପୋର୍ଟ କାର୍ଯ୍ୟକ୍ଷମ କରାଯିବ । ଏଥିରେ ଓଡ଼ିଶାରେ ମାତ୍ର 3ଟି ବିମାନବନ୍ଦର ରହିଛି । ଯେଉଁଥିପାଇଁ ରାଜ୍ୟରେ 5ଟି ଏୟାରପୋର୍ଟ କାର୍ଯ୍ୟକ୍ଷମ କରାଯିବାକୁ ଦାବି କରୁଛି ଓଡିଶା ସିଭିଲ ସୋସାଇଟି ।

ଗଞ୍ଜାମର ରଙ୍ଗେଇଲୁଣ୍ଡା, କୋଣାର୍କ, ପୁରୀ, ପାରାଦୀପ ବନ୍ଦର ଅଞ୍ଚଳ, କଳିଙ୍ଗ ନଗର ଯାଜପୁର ଓ ରସଗୋବିନ୍ଦପୁର ମୟୂରଭଞ୍ଜ ଅଞ୍ଚଳରେ ଏୟାରପୋର୍ଟ କାର୍ଯ୍ୟକ୍ଷମ ପାଇଁ ଦାବି କରାଯାଇଛି । ରାଜ୍ୟ ସରକାର ଯଦି ଏହି 5ଟି ଏୟାରପୋର୍ଟ ଦାବିକୁ ଗୁରୁତର ସହ ନିଅନ୍ତି ତେବେ ସମସ୍ତ ଏୟାରପୋର୍ଟ କାର୍ଯ୍ୟକାରୀ ହୋଇପାରିବ ବୋଲି କୁହାଯାଇଛି । ତେବେ ଓଡିଶା ସିଭିଲ ସୋସାଇଟି ଏହି ପ୍ରସ୍ତାବକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.