ETV Bharat / city

ନିକୋ ପାର୍କରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

author img

By

Published : Oct 6, 2019, 11:42 PM IST

ନିକୋ ପାର୍କ ନିକଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଖାରବେଳନଗର ଥାନା ଅନ୍ତର୍ଗତ ନିକୋ ପାର୍କ ନିକଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ପାର୍କ ପାଖରେ ଥିବା ବଣୁଆ ଜାଗାରୁ ଏକ ଗଳିତ ସମ୍ପୂର୍ଣ୍ଣ କଳା ପଡିଯାଇଥିବା ମୃତଦେହ ଉଦ୍ଧାର କରିଛି ଖାରବେଳନଗର ଥାନା ପୋଲିସ ।

ଉଦ୍ଧାର କରାଯାଇଥିବା ମୃତଦେହର ପରିଚୟ ମିଳିନଥିବା ହତ୍ୟା କରାଯାଇ ସେଠାରେ ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହକୁ ଉଦ୍ଧାର କରି ୬ ନଂ ଶବ ସଂରକ୍ଷଣ ଗୃହରେ ରଖିଯାଇଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ନିକୋ ପାର୍କରୁ ମିଳିଲା ଗଳିତ ମୃତଦେହ,ହତ୍ଯା ସଂଦେହ
Body:
ଭୁବନେଶ୍ୱରର ଖାରବେଳନଗର ଥାନା ଅନ୍ତର୍ଗତ ନିକୋପାର୍କ ନିକଟରୁ ମିଳିଛି ମୃତଦେହ। ପାର୍କ ପାଖରେ ଥିବା ବଣୁଆ ଜାଗାରୁ ଏକ ପଚା, ସଢା,ପୋକ ହୋଇ ପୁରା କଳା ପଡିଯାଇଥିବା ଏକ ଶବକୁ ଉଦ୍ଧାର କରିଛି ଖାରବେଳ ନଗର ଥାନା ପୋଲିସ।ମୃତଦେହର ପରିଚୟ ମିଳିନଥିବା ବେଳେ ମୃତଦେହଟି ପାଣିରେ ଭାସି ଆସିଛି ନା ହତ୍ଯା କରାଯାଇ ସେଠାରେ ଫିଙ୍ଗାଯାଇଛି।ଯାହା ଏବେ ଘଟଣାକୁ ସଂଦେହ ଘନିଭୁତ କରାଉଛି।ଏନେଇ ମୃତଦେହକୁ ଉଦ୍ଧାର କରି ୬ ନଂ ଶବ ସଂରକ୍ଷଣ ଗୃହରେ ରଖିଯାଇଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.