ETV Bharat / city

ପାରାଦୀପ ଠାରୁ 400 କିମି ଦୂରରେ ‘ବୁଲବୁଲ’ - ଭୀଷଣ ରୂପ ନେଲା ବୁଲବୁଲ

ଭୀଷଣ ରୂପ ନେଇଛି ସାମୁଦ୍ରିକ ଝଡ ‘ବୁଲବୁଲ’ । ତ୍ରୀବ ବେଗର ସ୍ଥଳଭାଗ ଆଡକୁ ମାଡି ଆସୁଛି ଏହି ଝଡ । ପାରଦୀପ ଠାରୁ ଏବେ 400 କିମି ଦୂରରେ ରହିଛି ସାମୁଦ୍ରିକ ଝଡ ‘ବୁଲବୁଲ’ । ଏହାର ପ୍ରଭାବରେ ଆକାଶ ମେଘୁଆ ରହିଛି ।

ପାରାଦ୍ୱୀପ ଠାରୁ 400 କିମି ଦୂରରେ ବୁଲବୁଲ
author img

By

Published : Nov 8, 2019, 9:29 AM IST

Updated : Nov 8, 2019, 9:43 AM IST

ଭୁବନେଶ୍ବର: ଭୟଙ୍କର ରୂପରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ‘ବୁଲବୁଲ’ । ବନ୍ଦର ନଗରୀ ପାରାଦୀପ ଠାରୁ 400 କିମି ଦୂରରେ ରହିଛି ଏହି ଝଡ । ଧୀରେ ଧୀରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଭୀଷଣ ରୂପ ଧାରଣ କରି ଘଣ୍ଟା ପ୍ରତି 8 କିଲୋମିଟର ବେଗରେ ମାଡି ଆସୁଛି ‘ବୁଲବୁଲ’ । ଏହା ଯୋଗୁଁ ଶୁକ୍ରବାର ଆକାଶ ମେଘୁଆ ରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି 80ରୁ 90 କିମି ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି।

ପାରାଦ୍ୱୀପ ଠାରୁ 400 କିମି ଦୂରରେ ବୁଲବୁଲ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବାତ୍ୟା ବୁଲବୁଲ ଏବେ ପାରାଦ୍ୱୀପ ଠାରୁ 400 କିମି ଦୂରରେ। ଧୀରେ ଧୀରେ ଏହାର ପ୍ରଭାବ ପଡିବାରେ ଲାଗିଛି। ଏହା ଭୟଙ୍କର ବାତ୍ୟା ରୂପ ନେଇସାରିଛି। ଆସନ୍ତା କାଲି ଏହା ଅତି ଭୟଙ୍କର ରୁପ ନେବା। ଘଣ୍ଟା ପ୍ରତି 8 କିମି ବେଗରେ ଆସୁଛି ବୁଲବୁଲ। ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଆକାଶ ମେଘୁଆ ରହିଛି। ଉପକୂଳର୍ବୀ ଜିଲ୍ଲାରେ ଭୟର ବାତାବରଣ ଦେକ୍ଯ ଦେଇଛି। ଉପକୂଳ ଓଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ 80ରୋ 90 କିମି ବେଗରେ ପବନ ବହିବ ବୋଲି IMD ଆକଳନ କରିଛି।Body:କConclusion:
Last Updated : Nov 8, 2019, 9:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.