ETV Bharat / city

ନାଲକୋ ଓ NTPCରେ ଚାକିରି ନାରେ ୫୦ଜଣଙ୍କୁ ଠକେଇ, ଠକ ଗିରଫ - ନାଲକୋ ଓ ଏନଟିପିସିରେ ଚାକିରି ନାରେ ଠକେଇ

ଅନଲାଇନରେ ନାଲକୋ ଓ ଏନଟିପିସି ନାରେ ମିଛ ବିଜ୍ଞାପନ ଦେଇ ଠକେଇ । ୫୦ଜଣଙ୍କୁ ଠକେଇ ପରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ନାଲକୋ ଓ ଏନଟିପିସିରେ ଚାକିରି ନାରେ ୫୦ଜଣଙ୍କୁ ଠକେଇ, ଠକ ଗିରଫ

author img

By

Published : Jun 5, 2022, 9:27 AM IST

ଭୁବନେଶ୍ବର: ଠକାମୀର ସୀମା ଟପିଲା ଠକ । ଅନଲାଇନରେ ନାଲକୋ ଓ ଏନଟିପିସି ନାରେ ମିଛ ବିଜ୍ଞାପନ ଦେଇ ଠକେଇ । ୫୦ଜଣ ଚାକିରି ଆଶାୟୀଙ୍କୁ ସିଏସ ଆର ନିର୍ଦ୍ଦେଶକ ଓ ଉଚ୍ଚପଦବୀର ଚାକିରି ବିଜ୍ଞପ୍ତି ଦେଇ ଠକୁଥିଲା ଠକ । ଠକାମିର ଶିକାର ପରେ ଏବେ ପଡିଛି ପୋଲିସ ପଞ୍ଝାରେ ।

ନାଲକୋ ଓ ଏନଟିପିସିରେ ଚାକିରି ନାରେ ୫୦ଜଣଙ୍କୁ ଠକେଇ, ଠକ ଗିରଫ

କେତେବଳେ ନମ୍ବର ବଦଳାଇ କଥା ହେଉଥିଲା ତ ପୁଣି କେତେବେଳେ ସ୍ବର ବଦଳାଇ କଥା ହୋଇ ମିଛ ବିଜ୍ଞାପନ ଜରିଆରେ ଆଶାୟୀଙ୍କୁ ଟାର୍ଗେଟ କରୁଥିଲା, ପରେ ସେମାନଙ୍କଠାରୁ ଟଙ୍କା ନେବା ପରେ ମିଛ ଅଫର ଲେଟର ସହ ଡକୁମେଣ୍ଟ ଦେଉଥିଲା । ଏମିତି ଘଟଣା ସାମ୍ନାକୁ ଆସିବା ପରେ ଠକ ଦିଲ୍ଲୀପ କୁମାର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସର ସାଇବର ଥାନା ପୋଲିସ । ଅଭିଯୁକ୍ତ ନିକଟରୁ ୩ଟି ମୋବାଇଲ ଫୋନ ସହ ବ୍ୟାଙ୍କ ଆକାଉଣ୍ଟ ଓ ଜଏନିଂ ଲେଟର ମଧ୍ୟ ଜବତ କରିଛି ପୋଲିସ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.