ETV Bharat / city

ଜାତୀୟ ସମ୍ମାନରେ ସମ୍ମାନିତ କ୍ରୁଟ୍, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

author img

By

Published : Dec 31, 2020, 7:07 PM IST

ପ୍ରଶଂସା ସାଉଁଟିଲା କ୍ରୁଟ୍ । କୋରୋନା କାଳରେ ଉତ୍ତମ ପରିବହନ ବ୍ୟବସ୍ଥା ପାଇଁ ‘ମୋ ବସ୍’ ସେବାକୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ..

ଜାତୀୟ ସମ୍ମାନରେ ସମ୍ମାନିତ କ୍ରୁଟ୍
ଜାତୀୟ ସମ୍ମାନରେ ସମ୍ମାନିତ କ୍ରୁଟ୍

ଭୁବନେଶ୍ବର: ପ୍ରଶଂସା ସାଉଁଟିଲା କ୍ରୁଟ୍ । କୋରୋନା କାଳରେ ଉତ୍ତମ ପରିବହନ ବ୍ୟବସ୍ଥା ପାଇଁ ‘ମୋ ବସ୍’ ସେବାକୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । କେନ୍ଦ୍ର ଗୃହ ଓ ନଗର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ 13ତମ ସହରାଞ୍ଚଳ ମୋବିଲିଟି ଇଣ୍ଡିଆ ସମ୍ମିଳନୀରେ ‘ମୋ ବସ’କୁ ଏକ୍ସିଲେନ୍ସି ପୁରସ୍କାର ପ୍ରଦାନ କରାଯାଇଛି ।

ଜାତୀୟ ସମ୍ମାନରେ ସମ୍ମାନିତ କ୍ରୁଟ୍
ଜାତୀୟ ସମ୍ମାନରେ ସମ୍ମାନିତ କ୍ରୁଟ୍

ପୁରସ୍କାର ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ କଟକଣା ମାନି ଯାତ୍ରୀଙ୍କୁ ସୁରକ୍ଷିତ ପରିବହନ ସେବା କ୍ରୁଟ ପକ୍ଷରୁ ଦିଆଯାଇଥିଲା । ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.