ETV Bharat / city

ପୋଲିସ ହକି ଚାମ୍ପିୟନସିପରେ ବାଜି ମାରିଲା ସିଆରପିଏଫ ଦିଲ୍ଲୀ ଟିମ - ଭୁବନେଶ୍ବର ଖବର

ପୋଲିସ ହକି ଚାମ୍ପିୟନସିପରେ ସିଆରପିଏଫ ଦିଲ୍ଲୀ ଟିମର ବିଜୟ । ଏସଏଫ ଜଳନ୍ଧରକୁ ୪-୨ ଗୋଲ ବ୍ୟବଧାନରେ ହରାଇ ଟ୍ରଫି ହାତେଇଛି ଟିମ ଦିଲ୍ଲୀ । ଆଗକୁ ପଢନ୍ତୁ...

crpf delhi team won police hockey championship
ବାଜି ମାରିଲା ସିଆରପିଏଫ ଦିଲ୍ଲୀ ଟିମ
author img

By

Published : Dec 25, 2019, 2:40 AM IST

ଭୁବନେଶ୍ବର: ସରିଲା ହକି ପୋଲିସ ଚାମ୍ପିୟନସିପ । ଚଳିତ ଚାମ୍ପିୟନସିପରେ ଚମ୍ପିୟାନ ହୋଇଛି ସିଆରପିଏଫ ଦିଲ୍ଲୀ ଟିମ। ବିଏସଏଫ ଜଳନ୍ଧରକୁ ୪-୨ ଗୋଲ ବ୍ୟବଧାନରେ ହରାଇ ଟ୍ରଫି ହାତେଇଛି ଦିଲ୍ଲୀ ସିଆରପିଏଫ ଟିମ। ଏଥିସହ ତୃତୀୟ ସ୍ଥାନରେ ରହିଛି ଓଡିଶା ପୋଲିସ ହକି ଟିମ।

ପୋଲିସ ହକି ଚାମ୍ପିୟନସିପରେ ବାଜି ମାରିଲା ସିଆରପିଏଫ ଦିଲ୍ଲୀ ଟିମ

ଶୃଙ୍ଖଳିତ ଦଳ ଭାବେ ମହାରାଷ୍ଟ୍ର ପୋଲିସ ସମ୍ମାନିତ ହୋଇଥିବା ବେଳେ, ସିଆରପିଏଫ ଟିମର ଓଡିଆ ପୁଅ ବିକାଶ କୁଜୁର ବେଷ୍ଟ ପ୍ଲେୟାର ଭାବେ ସମ୍ମାନିତ ହୋଇଛନ୍ତି।ସେହିପରି ବେଷ୍ଟ ମିଡ ଫିଲ୍ଡର ଭାବେ ସିଆଇଏସଏଫର ଶର୍ମା ଆବାଶ,ବେଷ୍ଟ ଡିଫେଣ୍ଡର ଭାବେ ଓଡିଶା ଟିମର ରୋଶନ ବାହାଲା, ବେଷ୍ଟ ଗୋଲକିପର ଭାବେ ସିଆରପିଏଫ କୁଲଦିପ ସିଂ,ବେଷ୍ଟ ଫର୍ୱାର୍ଡ ବିଏସଏଫ ଜଳନ୍ଧରର ଜଶୱନ୍ତ ସିଂକୁ ସମ୍ମାନିତ କରାଯାଇଛି।

ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଛନ୍ତି। ତେବେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିଲା ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ । ଯେଉଁଥିରେ ସାରା ଦେଶର ୨୫ଟି ଟିମ ଅଂଶ ଗ୍ରହଣ କରିଥିଲେ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Intro:ସରିଲା ପୋଲିସ ହକି ଚାମ୍ପିୟନସିପ,
ବାଜି ମାରିଲା ସିଆରପିଏଫ ଦିଲ୍ଲି ଟିମBody:

ସରିଲା ହକି ପୋଲିସ ଚାମ୍ପିୟନସିପ।ଚଳିତ ଚାମ୍ପିୟନସିପରେ ଚାମ୍ପିୟନ ହୋଇଛି ସିଆରପିଏଫ ଦିଲ୍ଲି ଟିମ।ବିଏସଏଫ ଜଳନ୍ଧରକୁ ୪-୨ ଗୋଲ ବ୍ଯବଧାନରେ ହରାଇ ଟ୍ରଫି ହାତେଇଛି ଦିଲ୍ଲି ସିଆରପିଏଫ ଟିମ।ଏଥି ସହ ତୃତିୟ ସ୍ଥାନରେ ରହିଛି ଓଡିଶା ପୋଲିସ ହକି ଟିମ।ଶୃଙ୍ଖଳିତ ଦଳ ଭାବେ ମହାରାଷ୍ଟ୍ପ ପୋଲିସ ସମ୍ମାନିତ ହୋଇଥିବା ବେଳେ ,ସିଆରପିଏଫ ଟିମର ଓଡିଆ ପୁଅ ବିକାଶ କୁଜୁର ବେଷ୍ଟ ପ୍ଲେୟାର ଭାବେ ସମ୍ମାନିତ ହୋଇଛନ୍ତି।ସେହିପରି ବେଷ୍ଟ ମିଡ ଫିଲଡର ଭାବେ ସିଆଇଏସଏଫ ର ଶର୍ମା ଆବାଶ,ବେଷ୍ଟ ଡିଫେଣ୍ଡର ଭାବେ ଓଡିଶା ଟିମର ରୋଷନ ବାହାଲା,ବେଷ୍ଟ ଗୋଲକିପର ଭାବେ ସିଆରପିଏଫ କୁଲଦିପ ସିଂ,ବେଷ୍ଟ ଫର୍ୱାର୍ଡ ବିଏସଏଫ ଜଳନ୍ଧରର ଜଶୱନ୍ତ ସିଂ କୁ ସମ୍ମାନିତ କରାଯାଇଛି।ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିନ୍ଯ ଶଙ୍କର ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଛନ୍ତି।ତେବେ ଗତ ୧୬ ତାରିଖରୁ ଆରମ୍ଭ ହୋଇ ଥିଲା ସର୍ବଭାରତିୟ ପୋଲିସ ହକି ଚାମ୍ପିୟନସିପ ଯେଉଁଥିରେ ସାପା ଦେଶର ୨୫ଟି ଟିମ ଅଂଶ ଗ୍ରହଣ କରିଥିଲେ।Conclusion:ବାଇଟ-କ୍ଯାପ୍ଟେନ ଦିବ୍ଯଶଙ୍କର ମିଶ୍ର,ରାଷ୍ଟ୍ର ଗୃହ ମନ୍ତ୍ରୀ
ବାଇଟ-ସୌମେନ୍ଦ୍ର ପ୍ରିୟଦର୍ଷି,ଆଇଜି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.