ETV Bharat / city

ରାଜ୍ୟରେ ପହଞ୍ଚିଲା 2.5 ଲକ୍ଷ କୋଭିସିଲ୍ଡ ଟିକା - ଭୁବନେଶ୍ବର ଖବର

ରାଜ୍ୟକୁ ଆସିଲା ଅଢେଇ ଲକ୍ଷ କୋଭିସିଲ୍ଡ ଟିକା । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

covishield vaccine will reach today
ରାଜ୍ୟକୁ ଆସିଲା ଅଢେଇ ଲକ୍ଷ କୋଭିସିଲଡ ଟିକା
author img

By

Published : Apr 10, 2021, 11:45 AM IST

Updated : Apr 10, 2021, 3:09 PM IST

ଭୁବନେଶ୍ବର: ରାଜ୍ୟକୁ ଆଜି(ଶନିବାର) ଆସିଲା ଅଢେଇ ଲକ୍ଷ କୋଭିସିଲ୍ଡ ଟିକା । ଓଡିଶାକୁ 2 ଲକ୍ଷ 50 ହଜାର କୋଭିସିଲଡ଼ ଟିକା ଆସି ପହଞ୍ଚିଛି । ଏହାପରେ ଟିକା ଗୁଡିକୁ ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯିବ।

ରାଜ୍ୟରେ ପହଞ୍ଚିଲା କୋଭିସିଲଡ ଟିକା

ଟିକା ନେବା ପାଇଁ ଜିଲ୍ଲାରୁ ଟିକା ଗାଡି ଗୁଡିକ ମଧ୍ୟ ଆସିସାରିଛି । ଆସନ୍ତାକାଲି(ରବିବାର) ଟିକା ଉତ୍ସଵ ପାଳନ ହେବ। ସବୁ ଟିକା କେନ୍ଦ୍ରରେ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 10, 2021, 3:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.