ETV Bharat / city

ରାଜଧାନୀରେ ୨୭ ହଜାର ସ୍ଵାସ୍ଥ୍ୟକର୍ମୀଙ୍କୁ ଦିଆଯିବ କୋଭ୍ୟାକ୍ସିନ - ରାଜଧାନୀରେ ୨୭ ହଜାର ସ୍ଵାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କୋଭ୍ୟାକ୍ସିନ

ବିଏମସିରେ କୋଭ୍ୟାକ୍ସିନ ପାଇଁ ପ୍ରସ୍ତୁତି ଆରମ୍ଭ । ରାଜଧାନୀରେ ୨୭ ହଜାର ସ୍ଵାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭ୍ୟାକ୍ସିନ । ଅଧିକ ପଢନ୍ତୁ...

covid19 vaccination prepartion in bbsr
ରାଜଧାନୀରେ ୨୭ ହଜାର ସ୍ଵାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କୋଭ୍ୟାକ୍ସିନ
author img

By

Published : Jan 5, 2021, 4:38 PM IST

Updated : Jan 5, 2021, 4:47 PM IST

ଭୁବନେଶ୍ବର: ବିଏମସିରେ କୋଭ୍ୟାକ୍ସିନ ପାଇଁ ପ୍ରସ୍ତୁତି ଆରମ୍ଭ । ରାଜଧାନୀରେ ୨୭ ହଜାର ସ୍ଵାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଭ୍ୟାକ୍ସିନ । ଏନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି ବୋଲି ବିଏମସି କମିସନରେ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ରାଜଧାନୀରେ ୨୭ ହଜାର ସ୍ଵାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କୋଭ୍ୟାକ୍ସିନ

ସାରା ଦେଶରେ କୋରୋନା ଭ୍ୟାକ୍ସିନକୁ ନେଇ ପ୍ରସ୍ତୁତି ଚାଲିଛି । ଭୁବନେଶ୍ବରରେ ମଧ୍ୟ କୋରୋନା ଭ୍ୟାକିନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନ ବିଏମସି ଅଧୀନରେ ୧୮ ଟି ହସ୍ପିଟାଲ, ୨୬ ଗୋଷ୍ଠୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏ ମଧ୍ୟରେ ୨୫ ରୁ ୨୭ ହଜାର ସ୍ବାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଭ୍ୟାକ୍ସିନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଟୀକାକରଣ ପାଇଁ ଉପକରଣ ରାଜ୍ୟ ସରକାର ଯୋଗାଇ ଦେବେ। ବରିଷ୍ଠ ନାଗରିକଙ୍କ ଚିହ୍ନଟ ହୋଇଛନ୍ତି। ସରକାରଙ୍କ ଗାଇଡଲାଇନ ଆସିବା ପରେ ସେମାନଙ୍କ କେବେ ଦିଆଯିବ ସେନେଇ ନିଷ୍ପତ୍ତି ନିଆଯିବ।

ସୂଚନା ଥାଉକି ଭାରତ ସରକାର କୋରୋନା ଭ୍ୟାକ୍ସିନ ଟିକା ଭାବରେ କୋଭ୍ୟାକ୍ସିନ ଓ କୋଭିସିଲ୍ଡକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ସାରା ଭାରତରେ କୋରୋନା ଭ୍ୟାକ୍ସିନର ଟିକା ପ୍ରଦାନ ନେଇ ଆଶା ସଞ୍ଚାର ହୋଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

Last Updated : Jan 5, 2021, 4:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.