ETV Bharat / city

ଏଣିକି ବିବାହରେ 200 ଶେଷକୃତ୍ୟରେ 50 ଲୋକ ହେବେ ସାମିଲ - ଓଡିଶାରେ କୋରୋନା

କୋରୋନା ପାଇଁ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ । ବିଭିନ୍ନ ଉତ୍ସବ ଓ ଅନ୍ତିମ ସଂସ୍କାରରେ ଲୋକସଂଖ୍ୟା କମାଇବାକୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ..

ଏଣିକି ବିବାହରେ 200 ଶେଷକୃତ୍ୟରେ 50 ଲୋକ ହେବେ ସାମିଲ

author img

By

Published : Mar 23, 2021, 9:18 PM IST

ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବ୍ୟାକଫୁଟରେ ରାଜ୍ୟ ସରକାର । ପୁଣି ବଦଳିଲା ସରକାରଙ୍କ ନିଷ୍ପତ୍ତି । କୋରୋନା ଆକ୍ରାନ୍ତକୁ ଚେକ ଦେବାକୁ ଜନ ଗହଳି ଉପରେ ସରକାର ଲଗାଇଲେ ବ୍ରେକ । ଭିଡ଼ ନିୟନ୍ତ୍ରଣ କରିବାକୁ ଜାରି କଲେ ସାନି ଗାଇଡ଼ଲାଇନ ।

ଏଣିକି ବିବାହରେ 200 ଶେଷକୃତ୍ୟରେ 50 ଲୋକ ହେବେ ସାମିଲ
ଏଣିକି ବିବାହରେ 200 ଶେଷକୃତ୍ୟରେ 50 ଲୋକ ହେବେ ସାମିଲ
ଏଣିକି ବିବାହରେ 200 ଶେଷକୃତ୍ୟରେ 50 ଲୋକ ହେବେ ସାମିଲ
ଏଣିକି ବିବାହରେ 200 ଶେଷକୃତ୍ୟରେ 50 ଲୋକ ହେବେ ସାମିଲ

ଏଣିକି ବାହାଘରରେ 500 ନୁହେଁ, ସର୍ବାଧିକ 200 ଉତ୍ସବରେ ହେବ ସାମିଲ । ଏଥିସହ ବାହାଘର ପ୍ରୋସେସନରେ ଉପରେ କଟକଣା ଲାଗିଲା । ସେହିପରି ଦଶାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ 50 ଲୋକଙ୍କୁ ସାମିଲ ନେଇ ରହିବ ଅନୁମତି ।

। ଏନେଇ ସାନି ଗାଇଡ଼ ଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସବୁ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି ଏସଆରସି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.