ETV Bharat / city

କୋଭିଡ ଟିକା ନେଲେ ବିଏମସି କମିଶନର, ବଖାଣିଲେ ଅନୁଭୂତି - କୋଭିଡ ଟିକା

ଆଜି(ଗୁରୁବାର) ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି କୋଭିଡ ଟିକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

କ୍ୟାମେରା ସାମ୍ନାରେ ବଖାଣିଲେ ଅନୁଭୂତି
କ୍ୟାମେରା ସାମ୍ନାରେ ବଖାଣିଲେ ଅନୁଭୂତି
author img

By

Published : Feb 25, 2021, 12:45 PM IST

Updated : Feb 25, 2021, 3:31 PM IST

ଭୁବନେଶ୍ବର: କୋଭିଡ ଟିକା ନେଲେ ବିଏମସି କମିଶନର । ଆଜି(ଗୁରୁବାର) ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି କୋଭିଡ ଟିକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

କ୍ୟାମେରା ସାମ୍ନାରେ ବଖାଣିଲେ ଅନୁଭୂତି

ତେବେ ଟିକା ନେଲା ପରେ ନିଜର ଅନୁଭୂତି ସମ୍ପର୍କରେ ଇଟିଭି-ଭାରତରେ ପ୍ରତିକ୍ରିୟା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

"ଟିକା ନେଇ ମୁଁ ବହୁତ ଖୁସି, ପୂର୍ବରୁ ମେଡ଼ିକାଲ ଜନିତ ଜରୁରୀ କାରଣରୁ ଟିକା ନେଇପାରି ନଥିଲି । ଆଜି କୋଭିଡ ଟିକା ନେଲି ଭଲ ଲାଗୁଛି, ଯେଉଁମାନେ ଟିକା ପାଇଁ ପଞ୍ଜିକରଣ କରିଛନ୍ତି। ସମସ୍ତେ ଟିକା ନିଅନ୍ତୁ, ନିଜେ ସୁସ୍ଥ ରୁହନ୍ତୁ ଆଉ ଅନ୍ୟମାନଙ୍କୁ ନିରାପଦରେ ରଖନ୍ତୁ ।"

ଅନ୍ୟ ରାଜ୍ୟରେ ଯେଉଁଭଳି ଭାବରେ ଦ୍ୱିତୀୟ ଷ୍ଟ୍ରେନ ଆସିଛି, ତା ପୂର୍ବରୁ ଆମେ ଟିକା ନେଇ ସୁସ୍ଥ ରହିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର ।

ଭୁବନେଶ୍ବରରୁ ସଞ୍ଜୀବ କୁମାାର ରାୟ, ଇଟିଭି ଭାରତ

Last Updated : Feb 25, 2021, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.