ETV Bharat / city

ହୋଲି ପାଇଁ ଟ୍ବିନସିଟିରେ କୋଭିଡ କଟକଣା କଡାକଡି - Holi Festival

ହୋଲି ପାଇଁ ଟ୍ବିନସିଟିରେ କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ହୋଲି ପାଇଁ ଟ୍ବିନସିଟିରେ କୋଭିଡ କଟକଣା କଡାକଡି

author img

By

Published : Mar 26, 2021, 2:04 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟୁଥିବା ବେଳେ ହୋଲି ପର୍ବ ପାଇଁ ଅଧିକ କଟକଣା କରାଯାଇଛି । ଟ୍ବିନସିଟିରେ ଲୋକମାନଙ୍କୁ ପୋଲିସ କମିଶନର ତାଗିଦ କରିଛନ୍ତି । ଲୋକମାନେ ଏହି ପର୍ବକୁ ପାଳନ କରିବା ସମୟରେ କୋଭିଡ଼ ନିୟମର ଉଲ୍ଲଘଂନ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଚେତାବନୀ ଦେଇଛି ।

ହୋଲି ପାଇଁ ଟ୍ବିନସିଟିରେ କୋଭିଡ କଟକଣା କଡାକଡି

ସରକାରଙ୍କ ଗାଇଡ ଲାଇନ ଅନୁସାରେ ହୋଲି ପର୍ବ ପାଳନକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସିହତ କାହା ଘରକୁ ନଯାଇ ନିଜ ଘରେ ରହି ଏହି ପର୍ବକୁ ପାଳନ କରିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ଥାନରେ ଏକାଠି ହୋଇ ଛିଡା ହୁଅନ୍ତି ନାହିଁ, ପରସ୍ପର ମଧ୍ୟରେ ଯଥେଷ୍ଟ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଯେଉଁ ବ୍ୟକ୍ତି ହୋଲି ପର୍ବ ପାଳନ ସମୟରେ କୋଭିଡ ନିୟମକୁ ଉଲ୍ଲଘଂନ କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି ଟ୍ବିନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.