ETV Bharat / city

କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ, ଅପରାଜିତାଙ୍କ ଅଫିସ ସିଲ୍‌ କଲା ବିଏମସି

author img

By

Published : Oct 10, 2020, 1:20 PM IST

Updated : Oct 10, 2020, 1:45 PM IST

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ ପରେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ତାଙ୍କ ଅଫିସକୁ ସିଲ୍‌ କଲା ବିଏମସି । ଅଧିକ ପଢନ୍ତୁ...

କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗ, ଅପରାଜିତାଙ୍କ ଅଫିସକୁ ସିଲ୍‌ କରିପାରେ ବିଏମସି

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କ ଅଫିସ ସିଲ୍‌ । କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ଅଫିସ ସିଲ କଲା ବିଏମସି।

କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ, ଅପରାଜିତାଙ୍କ ଅଫିସ ସିଲ୍‌ କଲା ବିଏମସି

ଶନିବାର ଭୁବନେଶ୍ବର ମହାନଗର ନିଗମ ଦକ୍ଷିଣ ପଶ୍ଚିମ ଜୋନ ପକ୍ଷରୁ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ପଲ୍ଲାସପଲ୍ଲୀ ସ୍ଥିତ ଅଫିସ ସିଲ କରାଯାଇଥିବା ସୂଚନା ମିଳିଛି । ସୂଚନାଥାଉକି, ଗତ ଅକ୍ଟୋବର 8 ତାରିଖରେ ଅପରାଜିତାଙ୍କ ଜନ୍ମଦିବସରେ ନାଚଗୀତ କରି କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିଲା।

ଏହାକୁ ନଜରରେ ରଖି ଆଗାମୀ 15 ଦିନ ପାଇଁ ସାଂସଦଙ୍କ ଅଫିସ ସିଲ କରିଛି ବିଏମସି । ତେବେ 15 ଦିନ ପରେ ଉକ୍ତ ଅଫିସକୁ ସାନିଟାଇଜ କରାଯିବ ବୋଲି ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 10, 2020, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.