ETV Bharat / city

ରାଜ୍ୟରେ ପିକ୍‌ ଛୁଇଁଛି ସଂକ୍ରମଣ ! - ଓଡିଶାରେ କମୁଛି କୋରୋନା ସଂକ୍ରମଣ

ରାଜ୍ୟରେ ହ୍ରାସ ପାଉଥିବା କୋରୋନାର ଦୈନିକ ସଂକ୍ରମଣକୁ ନେଇ ମତ ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡ଼ୁଥିବା କହିଲେ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି: ଜନସ୍ୱାସ୍ଥ୍ୟ  ନିର୍ଦ୍ଦେଶକ

author img

By

Published : Jan 27, 2022, 11:45 AM IST

ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଥିବା କୋରୋନାର ଦୈନିକ ସଂକ୍ରମଣକୁ ନେଇ ମତ ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ କୋରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡ଼ୁଛି, ତେଣୁ ସଂକ୍ରମଣ ତଳମୁହାଁ ରହିଛି । ପ୍ରତିଦିନ 5 ରୁ 6 ହଜାର ପଜିଟିଭ ଚିହ୍ନଟ ହେଉଥିବା ବେଳେ ଟ୍ରାନ୍ସମିଶନ ଅଧିକ ରହିଛି । ବେସ୍ ଲାଇନ୍ ଆସିବା ଦରକାର, ଅନ୍ୟ ଦେଶଗୁଡିକ ଦେଖିଲେ ଚତୁର୍ଥ ଓ ପଞ୍ଚମ ଲହର ଦେଖିବାକୁ ମିଳୁଛି । ତେଣୁ ଏବେ ବି ସତର୍କତା ଅବଲମ୍ବନ ଜରୁରୀ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନଜର ପକାନ୍ତୁ ୭ଦିନର ଦୈନିକ ସଂକ୍ରମଣ ଉପରେ

ତାରିଖଦୈନିକ ସଂକ୍ରମଣସୁସ୍ଥ
ଜାନୁଆରୀ 275901
ଜାନୁଆରୀ 267426
ଜାନୁଆରୀ 25 5891
ଜାନୁଆରୀ 24729110309
ଜାନୁଆରୀ 238520 10841
ଜାନୁଆରୀ 22 884511344
ଜାନୁଆରୀ 219833 10390

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.