ଭୁବନେଶ୍ବର: କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ‘‘କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି, ରାଜ୍ୟରେ ପଜିଟିଭି ହାର ବଢୁଛି । ତେବେ ସଂକ୍ରମଣ ସ୍ଥିତି ଉଦ୍ବେଗଜନକ ନୁହେଁ, ଜନସାଧାରଣ ଆତଙ୍କିତ ହେବାର ନାହିଁ । ସମାନ୍ତରାଳ ସ୍ଥିତିକୁ ନଆସିଲେ ଆଗକୁ ବଢିବ କି ନାହିଁ କହିପାରିବା ନାହିଁ ।’’
କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - କୋରୋନାକୁ ନେଇ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା
କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି, ରାଜ୍ୟରେ ପଜିଟିଭି ହାର ବଢୁଛି । ତେବେ ସଂକ୍ରମଣ ସ୍ଥିତି ଉଦ୍ବେଗଜନକ ନୁହେଁ, ଜନସାଧାରଣ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଅଧିକ ପଢନ୍ତୁ
କୋଭିଡ୍ ଏବେ ରାଇଜିଂ ଟ୍ରେଣ୍ଡରେ ଅଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ