ETV Bharat / city

ମଲରେ କରୋନାକୁ ନୋ ଏଣ୍ଟ୍ରି, ଦେଖନ୍ତୁ କିପରି ନିଆଯାଇଛି ପଦକ୍ଷେପ - ମଲରେ କରୋନାକୁ ନୋ ଏଣ୍ଟ୍ରି

କୋରୋନା ଭାଇରସକୁ କରାୟତ କରି ରଖିବା ପାଇଁ ବିଭିନ୍ନ ମଲରେ ନୋ ଏଣ୍ଟ୍ରି ସାଇନ। ଏହାସହ ଦୋକାନର ସମସ୍ତ ଏଣ୍ଟ୍ରିରେ ଷ୍ଟେରି ଲାଇଜଡ ଲିକ୍ୟୁଇଡି ରଖାଯାଇଛି। ଅଧିକ ଖବର ପଢନ୍ତୁ...

shopping mall
ମଲରେ କରୋନାକୁ ନୋ ଏଣ୍ଟ୍ରି, ଦେଖନ୍ତୁ କିପରି ନିଆଯାଇଛି ପଦକ୍ଷେପ
author img

By

Published : Mar 15, 2020, 5:05 PM IST

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ମଲରେ କୋରୋନାକୁ ନୋ ଏଣ୍ଟ୍ରି । କମିସନରେଟ ପୋଲିସର କଡା ନିୟମ ପରେ ଆଡଭାଇଜରି ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକ ମଲ ଭିତରକୁ ପ୍ରବେଶ କରିବେ । ଲୋକଙ୍କଠାରୁ ମଲ ଭିତରେ ୬ ଫୁଟ ଦୂରରେ ରହିବେ । କୌଣସି ସେଲସ ପ୍ରମୋସନ ପାମ୍ପଲେଟ ବାଣ୍ଟିପାରିବେ ନାହିଁ ।

ମଲରେ କରୋନାକୁ ନୋ ଏଣ୍ଟ୍ରି, ଦେଖନ୍ତୁ କିପରି ନିଆଯାଇଛି ପଦକ୍ଷେପ

ସେଲସ ସର୍ଭିସ ମ୍ୟାନ ଗ୍ରାହକଙ୍କୁ ଜିନିଷ ଦେଖାଇବା ବେଳେ ମାସ୍କ ପିନ୍ଧିବେ । ଦୋକାନର ସମସ୍ତ ଏଣ୍ଟ୍ରିରେ ଷ୍ଟେରି ଲାଇଜଡ ଲିକ୍ୟୁଇଡି ବା ହାତକୁ ଭଲ ଭାବରେ ସଫା କରିବେ ।

ଏହିଭଳି ଅନେକ ନିୟମ ମାନୁଛନ୍ତି ମଲ କର୍ତ୍ତୃପକ୍ଷ । ଯାହାକୁ ନେଇ ମଲକୁ ଆସୁଥିବା ଲୋକେ ସଚେତନତା ହେବା ସହ କିପରି କୋରୋନା ଭାଇରସ ମୁକାବିଲା ପାଇଁ ଅଣ୍ଟା ଭିଡିବେ ସେ ଦିଗରେ ପଦକ୍ଷେପ ନେଉଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.