ETV Bharat / city

କୋରୋନା ଟିକା ବାଧ୍ୟତାମୂଳକ ନୁହେଁ ଇଚ୍ଛାଧୀନ - କୋରୋନା ଟିକା

କୋରୋନା ଟିକା ବାଧ୍ୟତାମୂଳକ ନୁହେଁ ଏହା ଇଚ୍ଛାଧୀନ । ଟିକା ନେବା ସମ୍ପୂର୍ଣ୍ଣ ଭାବରେ ନିରାପଦ ଓ ଫଳପ୍ରଦ । ଅଧିକ ପଢନ୍ତୁ...

Corona vaccine is not mandatory, it is  optional
କୋରୋନା ଟିକା ବାଧ୍ୟତାମୂଳକ ନୁହେଁ ଏହା ଇଚ୍ଛାଧୀନ
author img

By

Published : Jan 11, 2021, 8:03 PM IST

ଭୁବନେଶ୍ବର: କୋରୋନା ଟିକା ବାଧ୍ୟତାମୂଳକ ନୁହେଁ ଏହା ଇଚ୍ଛାଧୀନ। ନିଜ ଇଚ୍ଛା ଅନୁସାରେ ଲୋକମାନେ ନେଇପାରିବେ। ଏହା ସମ୍ପୂର୍ଣ୍ଣ ଭାବରେ ନିରାପଦ ଓ ଫଳପ୍ରଦ । ଯେଉଁ ଟୀକା ନେବେ ଏହା 28 ଦିନ ପରେ ସେହି ଟିକାର ଦ୍ବୀତିୟ ଡୋଜ ନେଇପାରିବେ। ଭାରତରେ କିଛି ଦିନ ମଧ୍ୟରେ ଟୀକାକରଣ କରାଯିବ। ସ୍ବାସ୍ଥ୍ୟ କର୍ମୀ ଓ କୋରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯିବ । ଏମାନଙ୍କ ପରିବାରଙ୍କୁ ଟିକା ପ୍ରଥମ ପର୍ଯ୍ୟାୟରେ ଦିଆଯିବ ନାହିଁ।

ପ୍ରଥମ ଡୋଜରେ 28 ଦିନ ପରେ ଦ୍ବିତୀୟ ଡୋଜ ଟୀକାକରଣ କରାଯିବ। ଯେଉଁମାନେ ଟିକା ନେଉଛନ୍ତି ପ୍ରଥମ ପର୍ଯ୍ୟାୟରେ ସେମାନଙ୍କର ପଞ୍ଜିକରଣ ଓ ପରିଚୟ ପତ୍ର ବାଧ୍ୟତାମୂଳକ । ପଞ୍ଜିକରଣ କରିବା ଦ୍ବାରା ଟୀକାକରଣ ହେବାକୁ ଥିବା ସ୍ଥାନ ଓ ସମୟ ଦିଆଯିବ। ଦେଶରେ ଟୀକା ପ୍ରସ୍ତୁତ କରାଯାଇଛି। ଏହାକୁ ଡ୍ରଗ୍ସ କଣ୍ଟ୍ରୋଲ ଇଣ୍ଡିଆ ଏହି ଟିକାକୁ ପରୀକ୍ଷା କରାଇଛି। ଏହା ସମ୍ପୂର୍ଣ୍ଣ ଭାବରେ ନିରାପଦ। ଟୀକାକରଣ ପର୍ଯ୍ୟାୟକ୍ରମେ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

କୋରୋନା ଟିକା ବାଧ୍ୟତାମୂଳକ ନୁହେଁ ଏହା ଇଚ୍ଛାଧୀନ

ଲୋକଙ୍କର ଆବଶ୍ୟକତା ଅନୁଯାୟୀ ଟିକା ସ୍ଥିର କରାଯାଉଛି। ଭାରତରେ ଉପଯୁକ୍ତ ଟିକା ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଟୀକା ନେବାପରେ 28 ଦିନ ପରେ ସେହି ଟିକା ନେବା ଉଚିତ। ଯେଉଁମାନେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ସେ ପ୍ରକାର ପରିସ୍ଥିତରେ 2 ସପ୍ତାହ ଅପେକ୍ଷା କରିବାକୁ ପଡେ। 14 ଦିନ ପରେ ନିଜର ଆଇସୋଲେସନ ପରେ ଟିକା ନେଇପାରିବେ। ଗର୍ଭବତୀ ମହିଳା ମାନେ କୋଭିଡରେ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଛି। ସେମାନଙ୍କ ଟିକା ନିହାତି ଭାବରେ ଆବଶ୍ୟକ।ଡାକ୍ତରଙ୍କ ପରାମର୍ଶ କ୍ରମେ ଟିକା ନେଇପାରିବେ। 18 ବର୍ଷରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକା ଦିଆଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.