ETV Bharat / city

ଖୋର୍ଦ୍ଧାକୁ ପଛରେ ପକାଇଲା କଟକ, ରାଜ୍ୟରେ 2949 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Aug 24, 2020, 11:52 AM IST

Updated : Aug 24, 2020, 1:04 PM IST

ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ପୁଣି 2949 ଜଣ ଆକ୍ରାନ୍ତ ଚିହ୍ନଟ । 10 ମୃତ ।

ରାଜ୍ୟରେ 2949 ନୂଆ ଆକ୍ରାନ୍ତ ଚିହ୍ନଟ, 10 ମୃତ

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ପୁଣି 2949 ଜଣ ଆକ୍ରାନ୍ତ ଚିହ୍ନଟ । 10 ମୃତ । ସେଥିମଧ୍ୟରୁ 1826 ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ 1123 ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ 589 ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରୁ 1, ବାଲେଶ୍ବରରୁ 88, ବରଗଡରୁ 62, ଭଦ୍ରକରୁ 66, ବଲାଙ୍ଗୀରରୁ 57, ବୌଦ୍ଧରୁ 3, ଦେବଗଡରୁ 2, ଢେଙ୍କାନାଳରୁ 13, ଗଜପତିରୁ 3, ଗଞ୍ଜାମରୁ 179, ଜଗତସିଂହପୁରରୁ 51, ଯାଜପୁରରୁ 215, ଝାରସୁଗୁଡାରୁ 20, କଳାହାଣ୍ଡିରୁ 30, କନ୍ଧମାଳରୁ 34, କେନ୍ଦ୍ରାପଡାରୁ 56, କେନ୍ଦୁଝରରୁ 30, ଖୋର୍ଦ୍ଧାରୁ 474, କୋରାପୁଟରୁ 181, ମାଲକାନଗିରିରୁ 78, ମୟୂରଭଞ୍ଜରୁ 156, ନବରଙ୍ଗପୁରରୁ 26, ନୟାଗଡରୁ 93, ନୂଆପଡାରୁ 2, ପୁରୀରୁ 86, ରାୟଗଡାରୁ 143, ସମ୍ବଲପୁରରୁ 104, ସୋନପୁରରୁ 26 ଓ ସୁନ୍ଦରଗଡରୁ 81 ଜଣ ରହିଛନ୍ତି ।

ସେହିପରି 10 ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 5, ସୁନ୍ଦରଗଡରୁ 2 , କଟକ, ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି । ସେପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 81479କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ସଂଖ୍ୟା 419ରେ ପହଞ୍ଚିଛି । 54405 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 26602ଟି ସକ୍ରିୟ ମାମଲା ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 24, 2020, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.