ETV Bharat / city

ରାଜ୍ୟରେ 3 ଲକ୍ଷ ଛୁଇଁଲା ସଂକ୍ରମଣ ସଂଖ୍ୟା - ରାଜ୍ୟ କୋରୋନା ଅପଡେଟ୍‌

ରାଜ୍ୟରେ ଦିନକରେ 1372 ଆକ୍ରାନ୍ତ ଚିହ୍ନଟ । 3 ଲକ୍ଷ ଛୁଇଁଲା ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ରାଜ୍ୟରେ 3 ଲକ୍ଷ ଛୁଇଁଲା ସଂକ୍ରମଣ ସଂଖ୍ୟା
ରାଜ୍ୟରେ 3 ଲକ୍ଷ ଛୁଇଁଲା ସଂକ୍ରମଣ ସଂଖ୍ୟା
author img

By

Published : Nov 7, 2020, 11:50 AM IST

ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଦିନକରେ 1372 ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂକ୍ରମିତ ସଂଖ୍ୟା 3 ଲକ୍ଷ ଛୁଇଁଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 796 କ୍ବାରେଣ୍ଟାଇନରୁ ଥିବାବେଳେ 576 ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ 145 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରୁ 81, କଟକରୁ 121, ବାଲେଶ୍ବରରୁ 31, ବରଗଡରୁ 40, ଭଦ୍ରକରୁ 31, ବଲାଙ୍ଗୀରରୁ 40, ବୌଦ୍ଧରୁ 2, ଢେଙ୍କାନାଳରୁ 25, ଗଞ୍ଜାମରୁ 21, ଗଜପତିରୁ 4, ଦେବଗଡରୁ 8 ଓ ଜଗତସିଂହପୁରରୁ 70 ଜଣ ରହିଛନ୍ତି ।

ସେହିପରି ଯାଜପୁରରୁ 34, ଝାରସୁଗୁଡାରୁ 33, କଳାହାଣ୍ଡିରୁ 40, କନ୍ଧମାଳରୁ 11, କେନ୍ଦ୍ରାପଡାରୁ 65, କେନ୍ଦୁଝରରୁ 40, କୋରାପୁଟରୁ 20, ମାଲକାନଗିରିରୁ 20, ମୟୂରଭଞ୍ଜରୁ 78, ନବରଙ୍ଗପୁରରୁ 26, ନୟାଗଡରୁ 32, ନୂଆପଡାରୁ 108, ପୁରୀରୁ 53, ରାୟଗଡାରୁ 11, ସମ୍ବଲପୁରରୁ 37, ସୋନପୁରରୁ 19 ଓ ସୁନ୍ଦରଗଡରୁ 96 ଜଣ ସଂକ୍ରମଣ ହୋଇଛନ୍ତି । ଅନ୍ୟପଟେ ଷ୍ଟେଟ ପୋଲରୁ 30ଟି ମାମଲା ରହିଛି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 300140ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ 285174 ଜଣ ସୁସ୍ଥ ହୋଇଛନ୍ତି । 13503ଟି ସକ୍ରିୟ ମାମଲା ରହିଛି । ମୋଟ ମୃତ୍ୟୁ ସଂଖ୍ୟା 1410କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ମୋଟ 4888509ଟି ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.