ETV Bharat / city

ଆସିଲା ନୂଆ 7 ଆକ୍ରାନ୍ତଙ୍କ ତଥ୍ୟ - 7 ଆକ୍ରାନ୍ତଙ୍କ ତଥ୍ୟ

ଆଜି ସକାଳ ସମୟରେ ଆଉ 7 ଟି ପଜିଟିଭ ବାହାରିଛି। ସମସ୍ତେ କଲିକତା ଲିଙ୍କ ବୋଲି ସୂଚନା ମିଳିଛି। ଆଜି ରାଜ୍ୟର 7 ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କର ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଛି। ଅଧିକ ପଢନ୍ତୁ...

corona-upadate-odisha
corona-upadate-odisha
author img

By

Published : Apr 28, 2020, 2:55 PM IST

ଭୁବନେଶ୍ବର: ରାଜ୍ୟରେ ଚିନ୍ତାଜନକ ଭାବରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳ ସମୟରେ ଆଉ 7 ଟି ପଜିଟିଭ ବାହାରିଛି। ସମସ୍ତେ କଲିକତା ଲିଙ୍କ ବୋଲି ସୂଚନା ମିଳିଛି। ଆଜି ରାଜ୍ୟର 7 ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କର ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଛି। ଏହି 7 ଜଣଙ୍କ ମଧ୍ୟରୁ 3 ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ 4 ଜଣ ରାଉରକେଲାର ବୋଲି ଜଣାପଡିଛି।

corona-upadate-odisha
ଆସିଲା ନୂଆ 7 ଆକ୍ରାନ୍ତଙ୍କ ତଥ୍ୟ

ତେବେ 3 ଜଣ ଭଦ୍ରକର ହେଲେ 45, 28 ଓ 29 ବର୍ଷୀୟ ଯୁବକ ହୋଇଥିବା ବେଳେ ସମସ୍ତେ କଲିକତାରୁ ଫେରିଛନ୍ତି। ଅନ୍ୟପଟେ 4 ଜଣ ରାଉରକେଲାରୁ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରେ 55 ଓ 35 ବର୍ଷ ର ଦୁଇ ଜଣ ମହିଳା ରହିଥିବା ବେଳେ 38 ଓ 27 ବର୍ଷର ଯୁବକ ଦୁଇ ଜଣ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ତେବେ ଏମାନଙ୍କର ସମସ୍ତ ତଥ୍ୟ ଆଧାରରେ ଅନ୍ୟ ମାନଙ୍କୁ ଚିହ୍ନଟ କରାଯିବ ବୋଲି ସୂଚନା ଦେଇଛନ୍ତି। ବର୍ତମାନ ସୁଦ୍ଧା ରାଜ୍ୟରେ 118 ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.