ଭଦ୍ରକରେ ଆଉ 4 କରୋନା ପଜିଟିଭ୍ । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 16କୁ ବୃଦ୍ଧି । ନୂଆ ଆକ୍ରାନ୍ତ ତିହିଡି-ଧାମନଗର ଅଞ୍ଚଳର ।
ଭଦ୍ରକରେ ଆଉ 4 କରୋନା ପଜିଟିଭ୍ - ଜିଲ୍ଲାରେ 12 ଛୁଇଁଲା ଆକ୍ରାନ୍ତ ସଂଖ୍ୟା

17:09 April 24
ଭଦ୍ରକରେ ଆକ୍ରାନ୍ତ ସଂଖ୍ୟା 16କୁ ବୃଦ୍ଧି
09:41 April 24
ଜିଲ୍ଲାରେ 12 ଛୁଇଁଲା ଆକ୍ରାନ୍ତ ସଂଖ୍ୟା
ଭଦ୍ରକ ବାସୁଦେବପୁରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲା 60 ଘଣ୍ଟା ପାଇଁ ସଟ ଡାଉନ ହୋଇଥିବା ସ୍ବତେ ମଧ୍ୟ ଆଜି ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ୨ଟି ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଅରଁଡୁଆ ଓ ବ୍ରାହ୍ମଣୀଗାଁ ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷିତ ।