ETV Bharat / city

ଓଡିଶା COVID-19 ଟ୍ରାକର: ଆକ୍ରାନ୍ତଙ୍କ ସଂଖ୍ୟା 2 - corona update in odisha

ଓଡିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 । ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର । ଅଧିକ ପଢନ୍ତୁ...

corona tracker odisha
ଓଡିଶା COVID-19 ଟ୍ରାକର: ଆକ୍ରାନ୍ତଙ୍କ ସଂଖ୍ୟା 2
author img

By

Published : Mar 26, 2020, 9:42 AM IST

ଭୁବନେଶ୍ବର: ସାରା ବିଶ୍ବରେ କୋରୋନା ତାର କାୟା ବିସ୍ତାର କରିଥିବାବେଳେ ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମାର୍ଚ୍ଚ 25 ତାରିଖ ସନ୍ଧ୍ୟା 6.45 ମିନିଟ୍‌ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଦେଶରେ 606 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରସରକାର ଏହାକୁ ଦୃଷ୍ଟିରେ ରଖି ଦେଶକୁ 21 ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

corona tracker odisha
ଓଡିଶା COVID-19 ଟ୍ରାକର: ଆକ୍ରାନ୍ତଙ୍କ ସଂଖ୍ୟା 2

ଏପଟେ ଓଡିଶାରେ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ରଖାଯାଇଥିବାବେଳେ ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.