ETV Bharat / city

ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି - ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା

ରାଜ୍ୟରେ ପୁଣି 10 ମୁଣ୍ଡ ନେଲା କୋରୋନା ଭୂତାଣୁ । ଏଥିସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି ପାଇଛି । ମୃତକ 10 ଜଣଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 4 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

Corona took another 10 lives in the state, raising the death toll to 197
ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି
author img

By

Published : Aug 2, 2020, 12:02 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି 10 ମୁଣ୍ଡ ନେଲା କୋରୋନା ଭୂତାଣୁ । ଏଥିସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି ପାଇଛି । ସମସ୍ତ ମୃତକ ଡାକ୍ତରଖାନା ଚିକିତ୍ସିତ ହେଉଥିବା ବେଳେ କୋରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି ।

ମୃତକ 10 ଜଣଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 4 ଜଣ ଥିବାବେଳେ ଖୋର୍ଦ୍ଧାରେ 3 ଜଣ, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ରୋଗୀ ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତକ 4 ଜଣଙ୍କ ମଧ୍ୟରେ ଜଣେ 57 ବର୍ଷୀୟ ବ୍ୟକ୍ତି, 94 ବର୍ଷୀୟ ବୃଦ୍ଧା ଏବଂ ଜଣେ 45 ବର୍ଷୀୟ ମହିଳା ଅଛନ୍ତି । ସେହିପରି ଅନ୍ୟ ଜଣେ 57 ବର୍ଷୀୟ ବ୍ୟକ୍ତି ଅଛନ୍ତି, ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାର ମୃତକ 3 ଜଣଙ୍କ ମଧ୍ୟରେ ଜଣେ 58 ବର୍ଷୀୟ ବ୍ୟକ୍ତି ଅଛନ୍ତି, ସେ ମଧ୍ୟ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଅନ୍ୟ ଜଣ ମହିଳା ଓ 60 ବର୍ଷୀୟ ବୃଦ୍ଧା ଅଛନ୍ତି । ତେବେ ମୃତ ମହିଳା ଜଣଙ୍କ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ରୋଗରେ ପୀଡିତ ଥିଲେ ।

Corona took another 10 lives in the state, raising the death toll to 197
ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି

ସେହିଭଳି ସୁନ୍ଦରଗଡ ଜିଲ୍ଲାର ଜଣେ 73 ବର୍ଷୀୟ ବୃଦ୍ଧ ଅଛନ୍ତି । ସେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ । ଯାଜପୁର ଜିଲ୍ଲାର ଜଣେ 80 ବର୍ଷୀୟ ବୃଦ୍ଧ ଅଛନ୍ତି, ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ଏବଂ କଳାହାଣ୍ଡି ମୃତକ 62 ବର୍ଷୀୟ ବୃଦ୍ଧ ଥିଲେ, ଯିଏ ଯକ୍ଷ୍ମା ଏବଂ ହେପାଟାଇଟିସ୍ ରୋଗରେ ପୀଡିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.