ETV Bharat / city

ରାଜ୍ୟରେ ଅସମ୍ଭାଳ କୋରୋନା ସ୍ଥିତି, ଦିନକରେ ସର୍ବାଧିକ 3996 ଚିହ୍ନଟ - କୋରୋନା କାୟା

ରାଜ୍ୟରେ ଅସମ୍ଭାଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। 30 ଟି ଜିଲ୍ଲାରେ ସର୍ବାଧିକ 3996 ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଲକ୍ଷେ ହଜାର ଆକ୍ରାନ୍ତ ପାର ହୋଇଥିବା ବେଳେ ପୁଣି ଥରେ ଖୋର୍ଦ୍ଧାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ।

ରାଜ୍ୟରେ ଅସମ୍ଭାଳ କୋରୋନା ସ୍ଥିତି, ଦିନକରେ ସର୍ବାଧିକ 3996 ଚିହ୍ନଟ

author img

By

Published : Sep 11, 2020, 11:33 AM IST

ଭୁବନେଶ୍ବର: କାୟା ବିସ୍ତାର କରୁଛି କୋରୋନା। ରାଜ୍ୟରେ ଆଜି ସର୍ବାଧିକ 3996 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ପୁଣି ଥରେ ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପଜିଟିଭ୍ ବାହାରିଛନ୍ତି। ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 2359 ଚିହ୍ନଟ ହୋଇଥିବା ବେଳେ 1637 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ଖୋର୍ଦ୍ଧାରେ 606 ଆକ୍ରାନ୍ତ ଥିବା ବେଳେ ଅନୁଗୋଳରେ 138, ବାଲେଶ୍ୱରରେ 209, ବରଗଡ ରେ 97, ଭଦ୍ରକରେ 112, ବଲାଙ୍ଗୀରରେ 124, ବୌଦ୍ଧରେ 39, କଟକରେ 354, ଦେଓଗଡରେ 10, ଢେଙ୍କାନାଳରେ 87, ଗଜପତି ରେ 25, ଗଞ୍ଜାମରେ 89, ଜଗତସିଂହପୁର ରେ 122 ପହଁଞ୍ଚିଛି।

ଯାଜପୁରରେ 119, ଝାରସୁଗୁଡାରେ 79, କଳାହାଣ୍ଡିରେ 58, କନ୍ଧମାଳରେ 47, କେନ୍ଦ୍ରାପଡାରେ 130, କେନ୍ଦୁଝରରେ 60, କୋରାପୁଟରେ 93, ମାଲକାନଗିରିରେ 47, ମୟୂରଭଞ୍ଜ ରେ 160, ନବରଙ୍ଗପୁରରେ 151 ଆକ୍ରାନ୍ତ ରହିଛନ୍ତି।

ସେହିପରି ନୟାଗଡରେ 77, ନୂଆପଡାରେ 103, ପୁରୀରେ 279, ରାୟଗଡାରେ 105, ସମ୍ବଲପୁର ରେ 91, ସୋନପୁର ରେ 91, ସୁନ୍ଦରଗଡ ରେ 88, ଷ୍ଟେଟ ପୁଲ 206। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ 143117 ସୁସ୍ଥ 108001 ସକ୍ରିୟ 34458।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.