ETV Bharat / city

କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ ଆରମ୍ଭ - କୋରୋନା ଟିକାକରଣ

ଆରମ୍ଭ ହେଲା କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ମକଡ୍ରିଲ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ 3 ଟି ଲେଖାଏଁ ସ୍ଥାନରେ ହେବ ଏହି ଡ୍ରାଏରନ । ଅଧିକ ପଢନ୍ତୁ...

କୋରୋନା ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ ଆରମ୍ଭ

author img

By

Published : Jan 8, 2021, 12:06 PM IST

Updated : Jan 8, 2021, 1:27 PM IST

ଭୁବନେଶ୍ବର: ରାଜ୍ୟରେ 110 ଟି ସାଇଟରେ ଚାଲିଛି ଡ୍ରାଏ ରନ । CHC, PHC ଓ ମେଡ଼ିକାଲ କଲେଜରେ ସମେତ 11ଟି ଘରୋଇ ହସ୍ପିଟାଲରେ ଏହାକୁ କରାଯାଉଛି । ଭୁବନେଶ୍ୱରରେ ସମ ହସ୍ପିଟାଲରେ ଡ୍ରାଏ ରନ କରାଯାଉଛି। ପ୍ରତି ସାଇଟରେ 25 ଜଣଙ୍କୁ ଡମି ଟୀକା ଦିଆଯିବ। ସହର ହେଉ କି ଗାଁ, ଟୀକାକରଣରେ ସମୟରେ କଣ ଅସୁବିଧା ହୋଇପାରେ, ସେ ସବୁ ଆଜି ଜଣାପଡ଼ିବ।

ଟୀକା ନେବାର 30 ମିନିଟ ଭିତରେ ଯଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ, ତାହେଲେ ତୁରନ୍ତ ଚିକିତ୍ସା କରିବା ପାଇଁ AEFI କୀଟ ଅବରଜଭେସନ ରୁମରେ ରଖାଯାଇଛି। ସେଥିରେ ସମସ୍ତ ଜୀବନ ରକ୍ଷା ଔଷଧ ରଖାଯାଇଛି। କେନ୍ଦ୍ରରୁ ଖୁବ ଶୀଘ୍ର ଟୀକା ଆସିବ ବୋଲି କହିଛନ୍ତି।

କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ ଆରମ୍ଭ

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ 3 ଟି ଲେଖାଏଁ ସ୍ଥାନରେ ହେଉଛି ଏହି ଡ୍ରାଏରନ । ସେପଟେ ଖୁବଶୀଘ୍ର ସମସ୍ତ ରାଜ୍ୟକୁ ଟୀକା ପଠାଇବ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । କୋରୋନା ଟୀକାକରଣ ନେଇ ଆଜି ସବୁଠୁ ବଡ ରିହଲସଲ। ଦେଶର 700 ଜିଲ୍ଲାରେ ଚାଲିଛି ଏହି ଡ୍ରାଏ ରନ ଚାଲିଛି। ଚେନ୍ନାଇର ରାଜୀବ ଗାନ୍ଧୀ ହସ୍ପିଟାଲରେ ପହଞ୍ଚି ଟୀକାକରଣର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 8, 2021, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.