ETV Bharat / city

ରାଜ୍ୟରେ ଦିନକରେ 3 ଶହ କୋରୋନା ଆକ୍ରାନ୍ତ ଚିହ୍ନଟ, ଅନୁଗୋଳରରୁ ସର୍ବାଧିକ - ରାଜ୍ୟରୁ ଦିନକରେ 300 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 300 ନୂଆଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୋଳରୁ ସର୍ବାଧିକ ଆକ୍ରାନ୍ତ 44 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରୁ ଦିନକରେ 300 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Dec 15, 2020, 1:36 PM IST

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ । ଧିରେ ଧିରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଗତ 24 ଘଣ୍ଟାରେ 3 ଶହ ନୂଆଁ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 174 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 126 ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ଆଜି ଅନୁଗୋଳରୁ 44 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ 14,ବରଗଡରୁ 11, ଭଦ୍ରକରୁ 1, ବଲାଙ୍ଗୀରରୁ 12, ବୌଦ୍ଧରୁ 1, କଟକରୁ 20,ଢେଙ୍କାନାଳରୁ 3, ଗଞ୍ଜାମରୁ 4,ଦେବଗଡରୁ 1, ଜଗତସିଂହପୁର 11, ଯାଜପୁର 7, ଝାରସୁଗୁଡା 3, କଳାହାଣ୍ଡି 6, କେନ୍ଦ୍ରାପଡାରୁ 11, କେନ୍ଦୁଝର 2, ଖୋର୍ଦ୍ଧା 36,ମୟୂରଭଞ୍ଜରୁ 17, ନବରଙ୍ଗପୁରରୁ 2, ନୟାଗଡରୁ 1, ନୂଆପଡାରୁ 11, ପୁରୀରୁ 19, କୋରାପୁଟରୁ 4,ରାୟଗଡାରୁ 1, ସମ୍ବଲପୁରରୁ 15, ସୁନ୍ଦରଗଡରୁ 34, ସୋନପୁରରୁ 1 ଓ ଷ୍ଟେଟ ପୁଲରୁ 9 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 24 ହଜାର 757 ରେ ପହଞ୍ଚିଛି। ସେଥିରୁ ସକ୍ରିୟ ମାମଲା 3063 ଥିବା ବେଳେ 3 ଲକ୍ଷ 19 ହଜାର 458 ଜଣ ସୁସ୍ଥ ହେଲେଣି । ସେହିପରି ଆଜି ସୁଦ୍ଧା 64, 37,365 ଟି ନମୁନା ପରୀକ୍ଷା ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.