ଭୁବନେଶ୍ବର: ରାଜ୍ୟରେ ଆଉ 27 ଜଣ ସୁସ୍ଥ । ସଂଖ୍ୟା 143 କୁ ବୃଦ୍ଧି । ଏଥିରେ ବାଲେଶ୍ବରରେ 9, ଭୁବନେଶ୍ବରର 8, ଭଦ୍ରକର 4, ଗଞ୍ଜାମ 2, ସୁନ୍ଦରଗଡର 2 , କୋରାପୁଟ ଜଣେ ଓ କେନ୍ଦୁଝରର ଜଣେ ସୁସ୍ଥ ହୋଇଛନ୍ତି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା 538 ହୋଇଥିବାବେଳେ 392ଟି ସକ୍ରିୟ ମାମଲା ରହିଛି । ତେବେ 3 ଜଣଙ୍କର ମୃତ୍ୟୁ ଘଟିଛି ।
ରାଜ୍ୟରେ 538 ଆକ୍ରାନ୍ତ, 143 ସୁସ୍ଥ
19:07 May 13
ରାଜ୍ୟରେ ଆଉ 27 ଜଣ ସୁସ୍ଥ, ସଂଖ୍ୟା 143 କୁ ବୃଦ୍ଧି
12:16 May 13
ରାଜ୍ୟରେ 538 ଆକ୍ରାନ୍ତ, 116 ସୁସ୍ଥ
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 101 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା 538ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଆଉ 31 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ସଂଖ୍ୟା 116 ଛୁଇଁଛି । ସେପଟେ 3 ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 419 ସକ୍ରିୟ ମାମଲା ରହିଛି ।