ଭୁବନେଶ୍ବର: ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି। କୋଭିଡ 19 ଟେଷ୍ଟ ପାଇଁ ଭୁବନେଶ୍ବରର ସମ ହସ୍ପିଟାଲକୁ ଅନୁମତି ଦିଆଯାଇଛି। ପୂର୍ବରୁ ରାଜ୍ୟରେ 8ଟି ହସ୍ପିଟାଲରେ ଟେଷ୍ଟିଂ କରାଯାଉଥିବାବେଳେ ଏବେ ସମ୍କୁ ଏହି ଅନୁମତି ମିଳିଛି ।
ରାଜ୍ୟରେ 437 ଆକ୍ରାନ୍ତ, 85 ସୁସ୍ଥ - corona lockdown
21:21 May 12
ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି
12:14 May 12
ରାଜ୍ୟରେ 437 ଆକ୍ରାନ୍ତ, 85 ସୁସ୍ଥ
ଭୁବନେଶ୍ବର: ରାଜ୍ୟରେ ଆଉ 23 କୋରୋନା ପଜେଟିଭ ଚିହ୍ନଟ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 437କୁ ବୃଦ୍ଧି ପାଇଛି । ବାଲେଶ୍ବରରୁ 15 ପଜେଟିଭ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 3, ଯାଜପୁରରୁ 3, ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେପଟେ 85 ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ 349ଟି ସକ୍ରିୟ ମାମଲା ରହିଛି । 3 ଜଣଙ୍କ ମୃତ୍ୟୁ ହୋଇଛି ।