ଭୁବନେଶ୍ବର: ରାଜ୍ୟରେ ଆଜି 2 ଜଣଙ୍କର ମୁଣ୍ଡ ନେଇଛି କୋରୋନା। ରାଜ୍ୟରେ ମୃତୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନାରେ ମୁଣ୍ଡ ଗଡ଼ିଛି। ରାଜ୍ୟରେ 1885 ଜଣଙ୍କର ମୃତ୍ୟୁ ଘଟିଲାଣି। ବାଲେଶ୍ୱରରେ 52 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡରେ 37 ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 1885 ରେ ପହଁଚିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ