ଭୁବନେଶ୍ବର: ରାଜ୍ୟରେ ଆଜି 8 ଜଣଙ୍କର ମୁଣ୍ଡ ନେଇଛି କୋରୋନା। ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନାରେ ମୁଣ୍ଡ ଗଡ଼ିଛି। ରାଜ୍ୟରେ 541 ଜଣଙ୍କର ମୃତ୍ୟୁ ଘଟିଲାଣି।
ଭୁବନେଶ୍ୱରରେ 48 ବର୍ଷ ର ପୁରୁଷ, ଗଞ୍ଜାମରେ 48 ବର୍ଷ , 45 ବର୍ଷ, 56 ବର୍ଷ ଓ 78 ବର୍ଷର ପୁରୁଷ। କୋରାପୁଟରେ 49 ବର୍ଷ ର ମହିଳା, ରାୟଗଡା ରେ 38 ବର୍ଷର ପୁରୁଷ, ସୁନ୍ଦରଗଡ଼ରେ 80 ବର୍ଷର ପୁରୁଷ। ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା 541 ରେ ପହଁଚିଛି।
ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ