ETV Bharat / city

Odisha Assembly Winter Session: କେତେ ଚାଷୀ ଋଣ ପରିଶୋଧ କରିନାହାଁନ୍ତି ? - ରାଜ୍ୟର କେତେ ଚାଷୀ ଋଣ ପରିଶୋଧ କରିନାହାଁନ୍ତି

ରାଜ୍ୟରେ କେତେ ଚାଷୀ ଋଣ ନେଇଛନ୍ତି ? କେତେ ଚାଷୀ ଋଣ ପରିଶୋଦ କରିନାହାଁନ୍ତି ? ଏଥିରୁ ନାମ ମାତ୍ର ଚାଷୀ କେତେ ? କ୍ଷୁଦ୍ର ଚାଷୀ କେତେ ? ବିଧାନସଭାରେ ଆଜି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଏହା ପଚାରିଛନ୍ତି ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାୟକ (Rengali MLA Nauri Naik) । ଅଧିକ ପଢନ୍ତୁ

Odisha Assembly Winter Session
Odisha Assembly Winter Session
author img

By

Published : Dec 8, 2021, 8:52 PM IST

ଭୁବନେଶ୍ବର: ରାଜ୍ୟରେ କେତେ ଚାଷୀ ଋଣ ନେଇଛନ୍ତି ? କେତେ ଚାଷୀ ଋଣ ପରିଶୋଦ କରିନାହାଁନ୍ତି ? ଏଥିରୁ ନାମ ମାତ୍ର ଚାଷୀ କେତେ? କ୍ଷୁଦ୍ର ଚାଷୀ କେତେ? ବିଧାନସଭାରେ ଆଜି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଏହା ପଚାରିଛନ୍ତି ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାୟକ (Rengali MLA Nauri Naik) ।

ଜବାବରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି 2021 ମାର୍ଚ୍ଚ ସୁଦ୍ଧା ରାଜ୍ୟର ୬ ଲକ୍ଷ ୭୮ ହଜାର ୪୩୦ ଚାଷୀ ଏବେ ବି ଋଣ ପରିଶୋଧ କରି ପାରିନାହାଁନ୍ତି ।

ଏଥି ମଧ୍ୟରୁ ୫ ଲକ୍ଷ ୮୭ ହଜାର ୨୪୦ ନାମମାତ୍ର କ୍ଷୁଦ୍ର ଓ ମଧ୍ୟମ ଚାଷୀ ଅଛନ୍ତି ବୋଲି ମନ୍ତ୍ରୀ ବିଧାନସଭାରେ ଉତ୍ତର ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.