ETV Bharat / city

ସ୍କୁଲରେ ଦିଆଯିବ ସମ୍ବିଧାନ ଶିକ୍ଷା - odisha school

odisha school
ସ୍କୁଲରେ ଦିଆଯିବ ସମ୍ବିଧାନ ଶିକ୍ଷା
author img

By

Published : Jan 31, 2020, 12:49 PM IST

Updated : Jan 31, 2020, 1:47 PM IST

12:43 January 31

ଭୁବନେଶ୍ବର: ଏଣିକି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବିଧାନର ପାଠ ପଢାଯିବାକୁ ନିଷ୍ପତ୍ତି ହୋଇଛି । ବିଶେଷ କରି ଛାତ୍ରଛାତ୍ରୀଙ୍କୁ ମୌଳିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଯିବ ।ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି ।

ସ୍କୁଲରେ ଦିଆଯିବ ସମ୍ବିଧାନ ଶିକ୍ଷା

ଏହାସହ ସମସ୍ତ ଡିଷ୍ଟ୍ରିଟ୍ ପ୍ରୋଜେକ୍ଟ କୋଡିନେଟର ମାନଙ୍କୁ ମଧ୍ୟ ଚିଠି ଲେଖି ଜଣାଯାଇଛି । ଓପେପା ମୁଖ୍ୟ ବର୍ଷକର ଖସଡା ପ୍ରସ୍ତୁତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । କେବଳ ମୌଳିକ ଅଧିକାର ନୁହେଁ ମୌଳିକ କର୍ତ୍ତବ୍ୟ ବିଷୟରେ ଜଣାଇବା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଏଣିକି ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବିଧାନର ପାଠ ପଢାଯିବା କୁ ନିଷ୍ପତ୍ତି ହୋଇଛି ।ବିଶେଷ କରି
ଛାତ୍ରଛାତ୍ରୀଙ୍କୁ ମୌଳିକ କର୍ତବ୍ୟ ବିଷୟରେ ଅବଗତ କରାଯିବ ।Body:ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ।ଏହାସହ ସମସ୍ତ ଡିଷ୍ଟ୍ରିଟ୍ ପ୍ରୋଜେକ୍ଟ କୋଡିନେଟର ମାନଙ୍କୁ ମଧ୍ୟ ଚିଠି ଲେଖି ଜଣାଯାଇଛି ।
ଓସେପା ମୁଖ୍ୟ ବର୍ଷକର ଖସଡ଼ା ପ୍ରସ୍ତୁତ କରିଛନ୍ତି ।ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ।Conclusion:କେବଳ ମୌଳିକ ଅଧିକାର ନୁହେଁ ମୌଳିକ କର୍ତବ୍ୟ ବିଷୟରେ ଜଣାଇବା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି ।
Last Updated : Jan 31, 2020, 1:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.