ETV Bharat / city

ଅଧଘଣ୍ଟା ଅନ୍ଧାରରେ କଂଗ୍ରେସ ଭବନ, ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ

author img

By

Published : Apr 4, 2021, 7:55 PM IST

Updated : Apr 4, 2021, 8:36 PM IST

ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଅଭିନବ ଉପାୟରେ ପ୍ରତିବାଦ କରିଛି । ଅଧିକ ପଢନ୍ତୁ...

ବିଦ୍ୟୁତ ଦର ବୃଦ୍ଧିୃ ବିରୋଧରେ କଂଗ୍ରେସର ଅଭିନବ ପ୍ରତିବାଦ

ଭୁବନେଶ୍ବର: କୋରୋନା କାୟା ମଧ୍ୟରେ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି କିଛି ମାତ୍ରାରେ ସୁଧୁରିଥିବା ଫଳରେ ପୁଣି ଆସିଛି କୋରୋନାର ଦ୍ବିତୀୟ ଲହରୀ । ଏହାରି ମଧ୍ୟରେ ବିଦ୍ୟୁତ ଦରକୁ ସରକାର ବୃଦ୍ଧି କରିଛନ୍ତି । ଏହାକୁ ନେଇ କଂଗ୍ରେସ ଅଭିନବ ଉପାୟରେ ପ୍ରତିବାଦ କରିଛି ।

ଏକ ଘଣ୍ଟା ଅନ୍ଧାରରେ କଂଗ୍ରେସ ଭବନ, ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ

ଦଳର ସମସ୍ତ ନେତାଙ୍କ ବାସଭବନରେ ସନ୍ଧ୍ଯା 6ଟା 30ମିନିଟରୁ 7 ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଥିଲା । ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅଭିନବ ଉପାୟରେ ଦର ବୃଦ୍ଧିର ପ୍ରତିବାଦ କରାଯାଇଛି । ସାଧାରଣ ଜନତା ଏହି ବନ୍ଦ ପ୍ରତିବାଦକୁ ସମର୍ଥନ ଜଣାଇଥିବା ପିସିସି ସଭାପତି କହିଛନ୍ତି । ସେପଟେ ଆସନ୍ତା 6 ତାରିଖରେ OERCଙ୍କ କାର୍ଯ୍ୟାଳୟ ଘେରାଉ କରି ବିଦ୍ୟୁତ ଦର ବୃଦ୍ଧିର ପୁନଃ ପ୍ରତିବାଦ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 4, 2021, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.