ETV Bharat / city

‘ବିଜେଡି-ବିଜେପି ଭାଇ ଭାଇ’ - କଂଗ୍ରେସ ପ୍ରଭାରୀ ଡ଼ ଚେଲ୍ଲା କୁମାର ରାଲି

କଂଗ୍ରେସ ପ୍ରଭାରୀ ଡ଼ ଚେଲ୍ଲା କୁମାରଙ୍କ ରାଲି ପାଇଁ ଭୁବନେଶ୍ବରରେ ମିଳିଲାନି ଅନୁମତି । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ଅଧିକ ପଢନ୍ତୁ....

‘ବିଜେଡି-ବିଜେପି ଭାଇ ଭାଇ’
‘ବିଜେଡି-ବିଜେପି ଭାଇ ଭାଇ’
author img

By

Published : Oct 7, 2020, 3:37 PM IST

ଭୁବନେଶ୍ବର: ଏ ସମୟ ଆଉ ବେଶି ଦିନ ନୁହେଁ, ୨୦୨୪ ରେ କଂଗ୍ରେସ ସରକାର ଗଢ଼ିବ। ବିଜେଡି-ବିଜେପିର ଭିତିରି ବୁଝାମଣା ରହିଛି। ତେଣୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱରରେ ରାଲିକୁ ଅନୁମତି ମିଳିପାରୁଛି ହେଲେ କଂଗ୍ରେସକୁ ମିଳୁନାହିଁ ବୋଲି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ।

‘ବିଜେଡି-ବିଜେପି ଭାଇ ଭାଇ’

ସେହିପରି ସପ୍ତଗିରି କହିଛନ୍ତି, ପ୍ରଦୀପ ମହାରଥୀଙ୍କ ଶେଷ ଯାତ୍ରାରେ ବିଜେଡି କୋଭିଡ ନିୟମ ଭଙ୍ଗ କରୁଛି । ହେଲେ କଂଗ୍ରେସକୁ ରାଲି ପାଇଁ ଅନୁମତି ଦିଆଯାଉନି । ଆମେ ପୂର୍ବରୁ ଫାଇନ ମଧ୍ୟ ଦେଇଛୁ କିନ୍ତୁ ବର୍ତ୍ତମାନ କଂଗ୍ରେସର ନୂଆ ପ୍ରଭାରୀ ଓଡିଶାକୁ ପ୍ରଥମ ଥର ପାଇଁ ଆସିଥିଲା ବେଳେ ରାଲି ପାଇଁ ଦିଆଯାଉ ନାହିଁ ଅନୁମତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.