ETV Bharat / city

‘ବିଜେଡି ମନ୍ତ୍ରୀମାନେ ଆମକୁ ଆକ୍ରମଣ କରିବାକୁ ଆସିଥିଲେ’

author img

By

Published : Mar 13, 2021, 12:17 PM IST

ବିଜେଡି ବିଧାନସଭାର ଇତିହାସକୁ ଧ୍ଵଂସ କରିଛି । ମନ୍ତ୍ରୀମାନେ ବିଧାନସଭାର ମଧ୍ୟଭାଗକୁ ଯାଇଛନ୍ତି । ଯେପର୍ଯ୍ୟନ୍ତ ମନ୍ତ୍ରୀମାନେ ଭୁଲ ମାଗିନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚାଲିବ ନାହିଁ ବୋଲି କହିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ...

ତାରା ପ୍ରସାଦ ବାହିନୀପତି
ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର:ବିଧାନସଭାରେ ଚାଷୀ ସମସ୍ୟାକୁ ନେଇ ହଙ୍ଗାମା । ଗୋଟିଏ ପଟେ ବିରୋଧୀ ଚାଷୀ ସମସ୍ୟାକୁ ନେଇ ହୋହଲ୍ଲା କରୁଥିବାବେଳେ ଅନ୍ୟପଟେ ଶାସକ ବିଜେପି ବିଧାୟକ କ୍ଷମା ମାଗିବାକୁ ନେଇ ନାରାବାଜି କରିଥିବା ଦେଖିବାକୁ ମିଳିଛି ।

ତାରା ପ୍ରସାଦ ବାହିନୀପତି

ବିଧାନସଭାରେ ଚାଷୀଙ୍କ ଧାନ ଉଠା ପ୍ରସଙ୍ଗରେ ସରକାର ବେଇମାନି କରିଛନ୍ତି । ତାହାକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି । ସେହିପରି ବିଜେଡି ବିଧାନସଭାର ଇତିହାସକୁ ଧ୍ଵଂସ କରିଛି । ମନ୍ତ୍ରୀ ମାନେ ବିଧାନସଭାର ମଧ୍ୟ ଭାଗକୁ ଯାଇଛନ୍ତି । ଯେ ପର୍ଯ୍ୟନ୍ତ ମନ୍ତ୍ରୀ ମାନେ ଭୁଲ ମାଗିନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚାଲିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

ମନ୍ତ୍ରୀ ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର ଏବଂ ନବ ଦାସ ଗୃହ ମଧ୍ୟଭାଗକୁ ଆସିଛନ୍ତି ବୋଲି କହିଛନ୍ତି ତାରାପ୍ରସାଦ ବାହୀନପତି । ଏହା ସହ ବିଜେଡି ମନ୍ତ୍ରୀ ମାନେ ମଧ୍ୟ ଭାଗକୁ ଆକ୍ରମଣ କରିବା ପାଇଁ ଆସିଥିଲେ । ଚାଷୀଙ୍କ ଧାନ ଯେ ପର୍ଯ୍ୟନ୍ତ ନଉଠିଛି ସେ ପର୍ଯ୍ୟନ୍ତ ଗୃହ ଚଲେଇଦେବୁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ସୁବାଷ ପାଣିଗ୍ରାହୀଙ୍କ ସାନିଟାଇଜର ପିଇବା ଉଚିତ ନୁହେଁ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.