ETV Bharat / city

ପୌର ଫାଇଟ: ନିରଞ୍ଜନଙ୍କ ଅସୁସ୍ଥତା ନିର୍ବାଚନ ଉପରେ ପ୍ରଭାବ ପକାଇବନି କହିଲେ ତାରା

author img

By

Published : Mar 10, 2022, 7:18 PM IST

ରାଜ୍ୟରେ ପୌର ନିର୍ବାଚନ ନେଇ ରାଜନୀତି ଜୋର ଧରିଛି । ଶାସକ ବିଜେଡି ଠାରୁ ବିରୋଧୀ ବିଜେପି ଓ କଂଗ୍ରେସ ସମସ୍ତେ ନିର୍ବାଚନରେ ବାଜିମାତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କଂଗ୍ରେସ ଭୁବନେଶ୍ବରରେ 67 ଟି ୱାର୍ଡରେ ପ୍ରାର୍ଥୀ ଦେଇ ପାରିଲା ନାହିଁ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି । ଅଧିକ ପଢନ୍ତୁ

Municipal Polls: ନିରଞ୍ଜନଙ୍କ ଅସୁସ୍ଥତା ନିର୍ବାଚନ ଉପରେ ପ୍ରଭାବ ପକାଇବନି କହିଲେ ତାରା

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ନେଇ ରାଜନୀତି ଜୋର ଧରିଛି । ଶାସକ ବିଜେଡି ଠାରୁ ବିରୋଧୀ ବିଜେପି ଓ କଂଗ୍ରେସ ସମସ୍ତେ ନିର୍ବାଚନରେ ବାଜିମାତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କଂଗ୍ରେସ ଭୁବନେଶ୍ବରରେ 67ଟି ୱାର୍ଡରେ ପ୍ରାର୍ଥୀ ଦେଇପାରିନାହିଁ । କିଛି ଓ୍ବାର୍ଡରେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳୁଛି । ପୌର ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏଭଳି ସ୍ଥଳେ ଦଳର ପ୍ରଦର୍ଶନ କଣ ରହିବ ତାକୁ ନେଇ ଆଶା ଆଉ ଆଶଙ୍କାରେ ପ୍ରାର୍ଥୀ ମଧ୍ୟ ରହିଛନ୍ତି ।

ଏହାବି ପଢନ୍ତୁ : BMC Municipal Polls: ଯାଞ୍ଚରେ କଟିଲା ଜଣଙ୍କ ପ୍ରାର୍ଥୀପତ୍ର, ମଇଦାନରେ 342 ପ୍ରାର୍ଥୀ

ତେବେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ ଜଲଦି ସୁସ୍ଥ ହୁଅନ୍ତୁ ତାଙ୍କର ଅସୁସ୍ଥତା ଦଳ ବା ନିର୍ବାଚନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଆମେ ଆମ ଅଞ୍ଚଳର କଥା ବୁଝୁଛୁ ବୋଲି ତାରା ବାହିନୀପତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.