ETV Bharat / city

'ବିଏମସି ନିର୍ଦ୍ଦେଶକୁ ମାନିବିନି, ମୋତେ କିଏ ଅଟକାଇବ ଦେଖିବି'

author img

By

Published : Jan 14, 2021, 11:18 AM IST

ନିକଟରେ ଭୁବନେଶ୍ବର ମହାନଗର ନିଗମ କମିଶନର କହିଛନ୍ତି କି, ଭୁବନେଶ୍ବର ବାସହୀନ ଲୋକଙ୍କୁ ମାଗଣାରେ ପୋଷାକ ଓ ଖାଦ୍ୟ ବାଣ୍ଟି ପାରିବେ ନାହିଁ। ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ କିନ୍ତୁ ଏନେଇ ସିଧା ବିଏମସି କମିଶନରଙ୍କୁ ଚାଲେଞ୍ଜ କରିଛନ୍ତି। ମୁଁ ବାଣ୍ଟିବି ମୋର କିଏ କ'ଣ କରିବ ।

ବିଏମସି ନିର୍ଦ୍ଦେଶକୁ ମାନିବିନି, ମୋତେ କିଏ ଅଟକାଇବ ଦେଖିବି: ସୁରବିଏମସି ନିର୍ଦ୍ଦେଶକୁ ମାନିବିନି, ମୋତେ କିଏ ଅଟକାଇବ ଦେଖିବି: ସୁର
ବିଏମସି ନିର୍ଦ୍ଦେଶକୁ ମାନିବିନି, ମୋତେ କିଏ ଅଟକାଇବ ଦେଖିବି: ସୁର

ଭୁବନେଶ୍ବର: ନିକଟରେ ଭୁବନେଶ୍ବର ମହାନଗର ନିଗମ କମିଶନର କହିଛନ୍ତି କି, ଭୁବନେଶ୍ବର ବାସହୀନ ଲୋକଙ୍କୁ ମାଗଣାରେ ପୋଷାକ ଓ ଖାଦ୍ୟ ବାଣ୍ଟି ପାରିବେ ନାହିଁ। ଏନେଇ ବିଏମସିର ଅନୁମତି ଜରୁରୀ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନିକଟରେ ଅନ୍ନପୂର୍ଣ୍ଣା ନାମକ ଏକ ଯୋଜନାର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ଅସହାୟଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କାଳେ ଅପରାଜିତା ଶ୍ରେୟ ନେଇଯିବେ ସେହି ଭୟରେ ବିଏମସି ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ କିନ୍ତୁ ଏନେଇ ସିଧା ବିଏମସି କମିଶନରଙ୍କୁ ଚାଲେଞ୍ଜ କରିଛନ୍ତି । କହିଛନ୍ତି ଏଗୁଡା ଶସ୍ତା ରାଜନୀତି। ଏଭଳି କରିବା ଠିକ ହୋଇ ନାହିଁ । ମୁଁ ବାଣ୍ଟିବି ମୋର କିଏ କ'ଣ କରିବ ବୋଲି ସେ ଚାଲେଞ୍ଜ କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.