ETV Bharat / city

ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ରୁହ: ସୁର - କୋରୋନା ଭାଇରସ ଖବର

କୋରୋନାର ତୃତୀୟ ଲହରକୁ ନେଇ ଚେତାଇଲେ ସୁର। ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଅଧିକ ପଢନ୍ତୁ...

congress mla sura routray
ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ରୁହ
author img

By

Published : Jun 6, 2021, 8:48 PM IST

ଭୁବନେଶ୍ବର: କୋରୋନାର ତୃତୀୟ ଲହରକୁ ନେଇ ସରକାରକୁ ଚେତାଇଲେ ସୁର । ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ରୁହ

କୋରୋନା ପ୍ରଥମ ଲହର ,ଏବେ ସେକେଣ୍ଡ ଲହର ଚାଲିଛି ଆଗକୁ ଆସୁଛି ସମ୍ଭାବ୍ୟ ଥାର୍ଡ ଲହର । ତାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇସାରିଲେଣି । ସରକାର ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି। ପ୍ରଥମ ପାଳିରେ କୋରୋନା ବୟସ୍କ ଲୋକଙ୍କ ପାଇଁ ଆତ୍ମଘାତୀ ସାଜିଥିବାବେଳେ ଦ୍ବିତୀୟ ପାଳିରେ ଏହା ଯୁବ, ବୟସ୍କ ସମସ୍ତଙ୍କ ପାଇଁ ଦୁଃଖ ଯନ୍ତ୍ରଣା ଆଣିଦେଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଥାର୍ଡ ଲହର ଶିଶୁଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ତାକୁ ନେଇ ଚିନ୍ତା ବଢିଲାଣି ତେବେ ଏ ସବୁ ଭିତରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତୁତ ରହିବାକୁ ତାଗିଦ କରିଛନ୍ତି। ରାଜ୍ୟରେ ହସ୍ପିଟାଲ, ବେଡ,ଶିଶୁ ବିଶେଷଜ୍ଞ, ଆବଶ୍ୟକୀୟ ମେଡ଼ିକାଲ ଯନ୍ତ୍ରପାତି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରିବାକୁ ସେ ସରକାରଙ୍କୁ ତାଗିଦ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.