ETV Bharat / city

କଂଗ୍ରେସ ଭବନରେ ବିଜେପୁର ମନ୍ଥନ

କଂଗ୍ରେସ ଭବନରେ ଚାଲିଛି ବିଜେପୁର ମନ୍ଥନ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଦଳ କାହାକୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବ ସେନେଇ ଚାଲିଛି ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 24, 2019, 12:40 PM IST

Updated : Sep 24, 2019, 1:04 PM IST

ଭୁବନେଶ୍ବର: କଂଗ୍ରେସ ଭବନରେ ଚାଲିଛି ବିଜେପୁର ମନ୍ଥନ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଦଳ କାହାକୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବ ସେନେଇ ଚାଲିଛି ଆଲୋଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ତାଙ୍କ ଅଧ୍ୟକ୍ଷତାରେ ବିଜେପୁରରେ କିଏ ପ୍ରାର୍ଥୀ ହେବ ସେନେଇ ତିନି ଥର ଦଳୀୟ ବୈଠକ ସରିଛି । ତେବେ କମିଟିର ସୁପାରିଶ ଆଧାରରେ ଦଳ ସେଠାରେ ପ୍ରାର୍ଥୀ ଦେବ। ଏପଟେ ସାଧରଣ ନିର୍ବାଚନ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ ନଚେତ ତାଙ୍କ ପୁଅ ଅଭିଷେକ ସେଠ୍‌ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଚାଲିଛି । ପୂର୍ବରୁ ବିଜେପୁର କଂଗ୍ରେସର ଗଡ ଥିବାବେଳେ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରଠୁ ଏହା ବିଜେଡି ଗଡରେ ପରିଣତ ହୋଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କଂଗ୍ରେସ ଭବନରେ ଚାଲିଛି ବିଜେପୁର ମନ୍ଥନ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ଦଳ କାହାକୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବା ସେନେଇ ଚାଲିଛି ଆଲୋଚନା। ପୂର୍ବରୁ
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ବିଜେପୁର ପ୍ରାର୍ଥୀ କିଏ ହେବ ସେ ନେଇ ବିଜେପୁରରେ ତିନି ଦଫା ବୈଠକ କରିସାରିଲେଣି। କମିଟି ର ସୁପାରିଶ ଆଧାର ରେ ପ୍ରାର୍ଥୀ ଦେବ ଦଳ। ଏପଟେ ସାଧରଣ ନିର୍ବାଚନ ପ୍ରାର୍ଥୀ ହୋଇଥିବା ରିପୁ ନାଥ ସେଠ ନଚେତ ତାଙ୍କ ପୁଅ ଅଭିଷେକ ସେଠ ମଇଦାନକୁ ଉତ୍ତାରିବାକୁ ଜୋର ଲବି କରୁଛନ୍ତି।

ବିଜେପୁର କଂଗ୍ରେସ ଗଡ ଥିଲା କିନ୍ତୁ ସୁବଳ ସାହୁଙ୍କ ଦେହାନ୍ତ ପରଠୁ ଏହାକୁ ବିଜେଡି ଗଡରେ ପାରିଣିତ ହୋଇଛି। କଂଗ୍ରେସ ପୁର୍ନାବାର ଗଡ ଆକ୍ତିଆର କରିବାକୁ ଚକ୍କରରେ ରହିଛି।
Body:JConclusion:
Last Updated : Sep 24, 2019, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.